ଦର ନିର୍ଦ୍ଧାରଣ ପୂର୍ବରୁ ଆଜି ପରୀକ୍ଷାମୂଳକ ଭାବେ ରନ୍ଧାଯିବ ମହାପ୍ରସାଦ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଓ ଏହାକୁ ଆଧାର କରି ଦର ନିର୍ଦ୍ଧାରଣ ପାଇଁ ଆଜି ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାଲକ୍ଷ୍ମୀ ଭଣ୍ଡାରରୁ ସାମଗ୍ରୀ ଯୋଗାଇ ଦିଆଯିବ। ଖର୍ଚ୍ଚ ଆକଳନ ପରେ ଶ୍ରୀମନ୍ଦିର ପ୍ରଶାସନ ଦର ଧାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଆଜି ଏହି ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ।  ଅଧିକ ପଢ଼ନ୍ତୁ-ଶ୍ରୀମନ୍ଦିରରେ […]

55r

55r

Mihir Pattnayak
  • Published: Tuesday, 04 December 2018
  • Updated: 04 December 2018, 02:15 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଓ ଏହାକୁ ଆଧାର କରି ଦର ନିର୍ଦ୍ଧାରଣ ପାଇଁ ଆଜି ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାଲକ୍ଷ୍ମୀ ଭଣ୍ଡାରରୁ ସାମଗ୍ରୀ ଯୋଗାଇ ଦିଆଯିବ।

ଖର୍ଚ୍ଚ ଆକଳନ ପରେ ଶ୍ରୀମନ୍ଦିର ପ୍ରଶାସନ ଦର ଧାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଆଜି ଏହି ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ।

 ଅଧିକ ପଢ଼ନ୍ତୁ-ଶ୍ରୀମନ୍ଦିରରେ ହେବ ମହାପ୍ରସାଦ ଦାମ୍ତାଲିକା ବ୍ୟବସ୍ଥା

https://youtu.be/XA7sf_pJNQE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story