/odisha-reporter/media/post_attachments/uploads/2018/12/55r.jpg)
55r
ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଓ ଏହାକୁ ଆଧାର କରି ଦର ନିର୍ଦ୍ଧାରଣ ପାଇଁ ଆଜି ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାଲକ୍ଷ୍ମୀ ଭଣ୍ଡାରରୁ ସାମଗ୍ରୀ ଯୋଗାଇ ଦିଆଯିବ।
Advertisment
ଖର୍ଚ୍ଚ ଆକଳନ ପରେ ଶ୍ରୀମନ୍ଦିର ପ୍ରଶାସନ ଦର ଧାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଆଜି ଏହି ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
