Advertisment

ଦର ନିର୍ଦ୍ଧାରଣ ପୂର୍ବରୁ ଆଜି ପରୀକ୍ଷାମୂଳକ ଭାବେ ରନ୍ଧାଯିବ ମହାପ୍ରସାଦ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଓ ଏହାକୁ ଆଧାର କରି ଦର ନିର୍ଦ୍ଧାରଣ ପାଇଁ ଆଜି ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାଲକ୍ଷ୍ମୀ ଭଣ୍ଡାରରୁ ସାମଗ୍ରୀ ଯୋଗାଇ ଦିଆଯିବ। ଖର୍ଚ୍ଚ ଆକଳନ ପରେ ଶ୍ରୀମନ୍ଦିର ପ୍ରଶାସନ ଦର ଧାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଆଜି ଏହି ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ।  ଅଧିକ ପଢ଼ନ୍ତୁ-ଶ୍ରୀମନ୍ଦିରରେ […]

ଅଦ୍ୟତନ ହୋଇଛି
ଦର ନିର୍ଦ୍ଧାରଣ ପୂର୍ବରୁ ଆଜି ପରୀକ୍ଷାମୂଳକ ଭାବେ ରନ୍ଧାଯିବ ମହାପ୍ରସାଦ

55r

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଓ ଏହାକୁ ଆଧାର କରି ଦର ନିର୍ଦ୍ଧାରଣ ପାଇଁ ଆଜି ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାଲକ୍ଷ୍ମୀ ଭଣ୍ଡାରରୁ ସାମଗ୍ରୀ ଯୋଗାଇ ଦିଆଯିବ।

Advertisment

ଖର୍ଚ୍ଚ ଆକଳନ ପରେ ଶ୍ରୀମନ୍ଦିର ପ୍ରଶାସନ ଦର ଧାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଆଜି ଏହି ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ।

 ଅଧିକ ପଢ଼ନ୍ତୁ-ଶ୍ରୀମନ୍ଦିରରେହେବମହାପ୍ରସାଦଦାମ୍ତାଲିକାବ୍ୟବସ୍ଥା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe