Advertisment

୫ ଦିନର ଶିଶୁକନ୍ୟାର ଦେହସାରା ଚେଙ୍କ

ରାଉରକେଲା (ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ବାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ତୁମରନ ଗାଁରେ ଜଣେ ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଜ୍ୱର ଭଲ ହେବା ପାଇଁ ଶିଶୁଟିକୁ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା ଶିଶୁଟି ଜ୍ୱରରେ ପୀଡ଼ିତ ଥିଲା। ଜ୍ୱର ଭଲ ହେବା ପାଇଁ ଗତକାଲି ତାକୁ ଚେଙ୍କ ଦିଆଯାଇଥିଲା। ଚେଙ୍କ ଦେବା ପରେ ତା’ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଆଜି ସକାଳେ ତାକୁ ଆରଜିଏଚରେ ଭର୍ତ୍ତି କରାଯାଇଛି। ଶିଶୁଟିର […]

ଅଦ୍ୟତନ ହୋଇଛି
୫ ଦିନର ଶିଶୁକନ୍ୟାର ଦେହସାରା ଚେଙ୍କ

chenka

Advertisment

ରାଉରକେଲା (ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ବାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ତୁମରନ ଗାଁରେ ଜଣେ ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଜ୍ୱର ଭଲ ହେବା ପାଇଁ ଶିଶୁଟିକୁ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି।

Advertisment

childଗତ କିଛି ଦିନ ହେଲା ଶିଶୁଟି ଜ୍ୱରରେ ପୀଡ଼ିତ ଥିଲା। ଜ୍ୱର ଭଲ ହେବା ପାଇଁ ଗତକାଲି ତାକୁ ଚେଙ୍କ ଦିଆଯାଇଥିଲା। ଚେଙ୍କ ଦେବା ପରେ ତା’ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଆଜି ସକାଳେ ତାକୁ ଆରଜିଏଚରେ ଭର୍ତ୍ତି କରାଯାଇଛି। ଶିଶୁଟିର ପେଟ,ଛାତି ଓ ପିଠିରେ ଚେଙ୍କ ଦିଆଯାଇଛି। ତା’ର ଅବସ୍ଥା ଏବେ ଭଲ ନାହିଁ।

child1ସୂଚନାଯୋଗ୍ୟ, ଗତକିଛି ଦିନ ତଳେ କୋଇଡ଼ା ଅଞ୍ଚଳରେ ଜଣେ ୫ ମାସର ଶିଶୁ କନ୍ୟାକୁ ମଧ୍ୟ ଚେଙ୍କ ଦିଆଯାଇଥିଲା। ଜ୍ୱର ଭଲ ନ ହେବାରୁ ଶିଶୁଟିକୁ ଚେଙ୍କ ଦିଆଯାଇଥିବା ‌ଅଭିଯୋଗ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe