Advertisment

ଶେଲଟର୍‌ ହୋମ୍‌ରୁ ଲୁଚି ପଳାଇଲେ ୫ ପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରୁଚିକା ଶେଲଟର୍ ହୋମ୍‌ରୁ ଲୁଚି ପଳାଇଛନ୍ତି ୫ ଜଣ ପିଲା। ଗାଧୁଆ ଘର ଗ୍ରୀଲ୍ ତାଡ଼ି ରାତିରେ ପିଲାମାନେ ପଳାଇ ଯାଇଥିବା ସୂଚନା ମିଳିଛିା ଏନେଇ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଖୋଳତାଡ଼ ଚଲାଇଛି। ତେବେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ପିଲା ଖସି ପଳାଇଥିବା ଅଭିଯୋଗ ହୋଇଛି।

ଶେଲଟର୍‌ ହୋମ୍‌ରୁ ଲୁଚି ପଳାଇଲେ ୫ ପିଲା

ruchika

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରୁଚିକା ଶେଲଟର୍ ହୋମ୍‌ରୁ ଲୁଚି ପଳାଇଛନ୍ତି ୫ ଜଣ ପିଲା। ଗାଧୁଆ ଘର ଗ୍ରୀଲ୍ ତାଡ଼ି ରାତିରେ ପିଲାମାନେ ପଳାଇ ଯାଇଥିବା ସୂଚନା ମିଳିଛିା

Advertisment

ଏନେଇ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଖୋଳତାଡ଼ ଚଲାଇଛି।

ତେବେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ପିଲା ଖସି ପଳାଇଥିବା ଅଭିଯୋଗ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe