ଅଗଷ୍ଟ ୧୧ରୁ ଭୁବନେଶ୍ୱରରୁ ରାଂଚିକୁ ବିମାନ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧୧ ତାରିଖରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଂଚିକୁ ବିମାନ ଚଳାଚଳ ସୁବିଧା ଉପଲବ୍ଧ ହେବ। ଏୟାର ଇଣ୍ଡିଆର ସବସିଡାରୀ କମ୍ପାନୀ ଆଲାଏନ୍ସ ଏୟାର ପକ୍ଷରୁ ଭାୟା ରାଂଚି ଦେଇ କୋଲକାତା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳପ୍ରଚଳ ହେବ। ସୂଚନା ଅନୁସାରେ, ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଉପଲବ୍ଧ ହେବ। ୭୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ଏହି ମାର୍ଗ ପାଇଁ କମ୍ପାନୀ ପକ୍ଷରୁ ମୁତୟନ କରାଯାଇଛି। […]

Alliance Air

Alliance Air

Ordigital Desk
  • Published: Friday, 30 July 2021
  • Updated: 30 July 2021, 10:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅଗଷ୍ଟ ୧୧ ତାରିଖରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଂଚିକୁ ବିମାନ ଚଳାଚଳ ସୁବିଧା ଉପଲବ୍ଧ ହେବ। ଏୟାର ଇଣ୍ଡିଆର ସବସିଡାରୀ କମ୍ପାନୀ ଆଲାଏନ୍ସ ଏୟାର ପକ୍ଷରୁ ଭାୟା ରାଂଚି ଦେଇ କୋଲକାତା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳପ୍ରଚଳ ହେବ।

ସୂଚନା ଅନୁସାରେ, ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଉପଲବ୍ଧ ହେବ। ୭୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ଏହି ମାର୍ଗ ପାଇଁ କମ୍ପାନୀ ପକ୍ଷରୁ ମୁତୟନ କରାଯାଇଛି। ଏହି ବିମାନ ଚଳପ୍ରଚଳ କରିବା ଦ୍ୱାରା ରାଂଚି ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ପାଇଁ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ।

ଅବଶ୍ୟ ଏବେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ପ୍ରଭାବିତ ହୋଇଛି ଓ ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story