ଭଦ୍ରକରେ ପହଞ୍ଚିଲା NDRF ଓ ODRAF ଟିମ

ଭଦ୍ରକ(ପାର୍ଥସାରଥୀ ନାୟକ): ଗତ ଦୁଇଦିନ ଧରି ବର୍ଷା ଲାଗି ରହିଥିବାରୁ ଉବୁଟୁବୁ ହୋଇଛି ଭଦ୍ରକ ସହର। ବିପଦ ସଙ୍କେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୮.୨୭ ମିଟର ଉପରେ ଜଳ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳ ଲୋକେ। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଭଦ୍ରକରେ ପହଞ୍ଚିଛନ୍ତି NDRF ଓ […]

bhadrak-flood

bhadrak-flood

Manoranjan Sial
  • Published: Wednesday, 26 August 2020
  • Updated: 26 August 2020, 04:56 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଗତ ଦୁଇଦିନ ଧରି ବର୍ଷା ଲାଗି ରହିଥିବାରୁ ଉବୁଟୁବୁ ହୋଇଛି ଭଦ୍ରକ ସହର। ବିପଦ ସଙ୍କେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୮.୨୭ ମିଟର ଉପରେ ଜଳ ପ୍ରବାହିତ ହେଉଛି।

ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳ ଲୋକେ। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଭଦ୍ରକରେ ପହଞ୍ଚିଛନ୍ତି NDRF ଓ ODRAF ଟିମ୍‌। ଏନଡିଆରଏଫ୍‌ ଟିମ୍‌କୁ ଭଣ୍ଡାରିପୋଖରୀରେ ଓ ଓଡ୍ରାଫ ଟିମ୍‌କୁ ଧାମନଗରରେ ମୁତୟନ କରାଯାଇଛି। ଏପଟେ ଉପ ଜିଲ୍ଲାପାଳ, ଭଣ୍ଡାରୀପୋଖରୀ ତହସିଲଦାର ପ୍ରମୁଖ ଆଖୁଆପଦାରେ ପହଞ୍ଚି ବନ୍ୟା ଜଳ ଅନୁଧ୍ୟାନ କରିଛନ୍ତି।

ଗତ ଦୁଇଦିନ ଧରି ଲଗାଣବର୍ଷା ପରେ ବିଭିନ୍ନ ଅନେକ ଅଂଚଳ ପାଣିଘେରରେ ରହିଛି। ଏପରିକି କେତେକ ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି। ଆସବାବପତ୍ର ସବୁ ଘରେ ଭାସୁଛି। ଏଥିଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story