ଅଦ୍ୟତନ ହୋଇଛି
khurdh
Advertisment
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟ ଅଟ୍ରି ଉଷ୍ମ ପ୍ରସ୍ରବଣ କେନ୍ଦ୍ର ଭିତରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ଶାଖା ନଦୀରେ ବନ୍ୟା ଜଳ ଆସିବା ଯୋଗୁ ଅଟ୍ରିରେ ୪ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି।/odisha-reporter/media/post_attachments/wp-content/uploads/2020/08/khurdh-111.jpg)
Advertisment
ସେହିପରି ଜଟଣୀର ତିରିମଲଠାରେ ଦୟାନଦୀରେ ଆଜି ଭୋରରେ ୩୦ ଫୁଟ୍ର ଘାଇ ସୃଷ୍ଟି ହୋଇଛି। ଫଳରେ କଣାସ ବ୍ଲକ୍ର ଲୋକାପାଳ ଏବଂ ହଳଦିଆପଡ଼ା ଅଞ୍ଚଳରେ ପାଣି ପଶିଛି। ଏଥିଯୋଗୁ ଏକର ଏକର ଚାଷଜମି ଜଳମଗ୍ନ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/khurdh-3300.jpg)