Advertisment

ବୋଲେରୋରୁ ୧୪ ଲକ୍ଷ ଟଙ୍କା ଜବତ

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧ ନିକଟରୁ ଏକ ବୋଲେରୋରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି। ନିର୍ବାଚନୀ ଫ୍ଲାଇଂ ସ୍କ୍ୱାଡ୍ ଓ କାଳିଆପାଣି ପୁଲିସ୍‌ ଏହି ଟଙ୍କା ଜବତ କରିଛି। ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚ କରୁଥିବା ଦେଖି ଗାଡ଼ିଟି ମୁଖ୍ୟ ରାସ୍ତାରେ ନ ଯାଇ ଏକ ଅର୍ଦ୍ଧ ନିର୍ମିତ ବନ୍ଧ ରାସ୍ତାରେ ଯାଉଥିବା ବେଳେ ଧରାପଡ଼ିଥିଲା। ଏକ ଟ୍ରାନ୍ସପୋର୍ଟ କମ୍ପାନୀ ପକ୍ଷରୁ ଏହି ଟଙ୍କା ନିଆ ଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ […]

ଅଦ୍ୟତନ ହୋଇଛି
ବୋଲେରୋରୁ ୧୪ ଲକ୍ଷ ଟଙ୍କା ଜବତ

money-seize-

Advertisment

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧ ନିକଟରୁ ଏକ ବୋଲେରୋରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି। ନିର୍ବାଚନୀ ଫ୍ଲାଇଂ ସ୍କ୍ୱାଡ୍ ଓ କାଳିଆପାଣି ପୁଲିସ୍‌ ଏହି ଟଙ୍କା ଜବତ କରିଛି।

Advertisment

ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚ କରୁଥିବା ଦେଖି ଗାଡ଼ିଟି ମୁଖ୍ୟ ରାସ୍ତାରେ ନ ଯାଇ ଏକ ଅର୍ଦ୍ଧ ନିର୍ମିତ ବନ୍ଧ ରାସ୍ତାରେ ଯାଉଥିବା ବେଳେ ଧରାପଡ଼ିଥିଲା। ଏକ ଟ୍ରାନ୍ସପୋର୍ଟ କମ୍ପାନୀ ପକ୍ଷରୁ ଏହି ଟଙ୍କା ନିଆ ଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରି ଥିବାବେଳେ ଆହୁରି ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହି ସମୟରେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଗାଡ଼ିରୁ ଟଙ୍କା ଜବତ ଘଟଣା କରାଯାଉଥିବା ସୂଚନା ଆସୁଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe