Advertisment

ରାଜଧାନୀରେ ଘନ କୁହୁଡ଼ି

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ଲଘୁଚାପ ବର୍ଷା ଛାଡ଼ିବା ପରେ ରାଜଧାନୀବାସୀଙ୍କୁ ହନ୍ତସନ୍ତ କରିଛି କୁହୁଡି। ସହରର ପ୍ରାୟ ସମସ୍ତ ଅଞ୍ଚଳରେ ଏହି କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁଁ ଗାଡ଼ି ଚାଳକମାନେ ଲାଇଟ୍‌ ଲଗାଇ ଗାଡ଼ି ଚଳାଇଥିଲେ।

author-image
Ordigital Desk