ବିଜେଡି ମୁକ୍ତ ଓଡ଼ିଶା ଗଠନର ବାସ୍ତବତା ରହିଛି ନା ଏହା ଏକ ରାଜନୈତିକ ବୟାନବାଜି। ବିଜେପି ବିଜେଡି ମଧ୍ୟରେ ଏବେ ବି ରହିଛି କି ଭିତିରି ସଂପର୍କ? ବିଜେଡିରୁ ବିଜେପି ଆସିବାକୁ ଥିବା ନେତାମାନେ ବିଜେପି ଉପରେ ଭରସା କରିପାରୁଛନ୍ତି ତ ? ବିଜେପି ଭିତରେ ଥିବା ଗୋଷ୍ଠୀକନ୍ଦଳ ବିରୋଧରେ କେମିତି ଲଢୁଛି ବିଜେପି। ଆସନ୍ତା ଦୁଇ ମାସ ମଧ୍ୟରେ କ’ଣ ହେବ ବଡ଼ ପରିବର୍ତ୍ତନ? ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ଅଛନ୍ତି
ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ଅଛନ୍ତି। ଯେଉଁମାନେ ରାବଣରାଜ ଶେଷ କରିବାକୁ ଚାହୁଁଛନ୍ତି, ସେମାନେ ବିଜେପି ସହ ଅଛନ୍ତି। ଆଜି ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ତେବେ କିଏ ସେହି ବିଭୀଷଣ ସେନେଇ କିଛି କହି ନାହାନ୍ତି ହରିଚନ୍ଦନ।
Odisha
ଅଙ୍ଗନବାଡ଼ି ଛତୁଆରେ ପୋକ ସାଲୁବାଲୁ
ଛତୁଆରେ ପୋକ ସାଲୁବାଲୁ ହେଉଥିବାରୁ ହିତାଧିକାରି ଛତୁଆକୁ ଧରି ବିନିକା ସିଡିପିଓଙ୍କ ପାଖରେ ଅଭିଯୋଗ କରିଛନ୍ତି।
Odisha
ବଂଚିବା ପାଇଁ ଇଏ କି ପ୍ରତିଯୋଗିତା ?
ପାନୀୟ ଜଳ ପାଇଁ ଲୋକ ନଦୀକୁ ବାରମ୍ବାର ଆସି ପାରିବେନି। ଜଳ ସଂଗ୍ରହ ପାଇଁ ନଦୀକୁ ଆସିବାକୁ ହେଲେ ପ୍ରାୟ ୨ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡୁଛି।
Odisha
ପୁଅ ପାଇଁ ବାପା ଗଢିଲେ ସ୍ୱର୍ଗଦ୍ୱାର
ପୁଅର ସ୍ମୃତିକୁ ମନେ ରଖିବାକୁ ଯାଇ ନିଜ ପେନସନ ଟଙ୍କାରେ ଗାଁ'ରେ ନିର୍ମାଣ କରିଛନ୍ତି ସ୍ୱର୍ଗଦ୍ୱାର।