Advertisment

ମଣିଷପଣିଆକୁ ଦଳି ଦେଇ, ଧଡ଼ା ପଳାଇଲେ ଟୁରିଷ୍ଟ ହୋଇ !

ଲୋକେ କଣ ପାଇଁ ଭୋଟ ଦେଲେ ? ବିପଦ ଆପଦରେ ଛିଡା ହେବା ପାଇଁ ନା ଅସୁବିଧା ବେଳେ ସିଙ୍ଗାପୁର ପଳାଇବା ପାଇଁ ? ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶ୍ନ।

author-image
Manoj Swain

ଲୋକେ କଣ ପାଇଁ ଭୋଟ ଦେଲେ ? ବିପଦ ଆପଦରେ ଛିଡା ହେବା ପାଇଁ ନା ଅସୁବିଧା ବେଳେ ସିଙ୍ଗାପୁର ପଳାଇବା ପାଇଁ ? ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶ୍ନ। ଯେତେବେଳେ ବାହାନଗା କାନ୍ଦ ବୋବାଳିରେ ଫାଟି ପଡୁଥିଲା, ଲୁହରେ ଭିଜୁଥିଲା ବାହନଗା ମାଟି। ସେତେବେଳେ ସୋର ବିଧାୟକ କୁଆଡ଼େ ଯାଇଥିଲେ..?

Advertisment
Odisha Train Accident