ମଣିଷପଣିଆକୁ ଦଳି ଦେଇ, ଧଡ଼ା ପଳାଇଲେ ଟୁରିଷ୍ଟ ହୋଇ!|Soro Mla Parshuram Dhada|Train Tragedy| Odisha Reporter
Advertisment
ଲୋକେ କଣ ପାଇଁ ଭୋଟ ଦେଲେ ? ବିପଦ ଆପଦରେ ଛିଡା ହେବା ପାଇଁ ନା ଅସୁବିଧା ବେଳେ ସିଙ୍ଗାପୁର ପଳାଇବା ପାଇଁ ? ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶ୍ନ। ଯେତେବେଳେ ବାହାନଗା କାନ୍ଦ ବୋବାଳିରେ ଫାଟି ପଡୁଥିଲା, ଲୁହରେ ଭିଜୁଥିଲା ବାହନଗା ମାଟି। ସେତେବେଳେ ସୋର ବିଧାୟକ କୁଆଡ଼େ ଯାଇଥିଲେ..?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us