ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକକୁ ନିନ୍ଦା କଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଳାସପୁର କେନ୍ଦ୍ରୀୟ ଜେଲର ଜଣେ କଏଦୀ ଧମକ ଦେବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଟ୍ୱିଟ୍‌ କରି ସେ କହିଛନ୍ତି, “ଫୌଜଦାରୀ ବିଚାର ବ୍ୟବସ୍ଥାରେ ସଂସ୍କାର ଅଣାଯିବା ଉଚିତ। ଏଥିରେ ଜେଲ୍ ସଂସ୍କାର ମଧ୍ୟ ଅନ୍ତର୍ଭୁକ୍ତ। ଏହା ସମସ୍ତଙ୍କୁ ଜଣା ଯେ, ଜେଲ୍‌ରେ ଥାଇ ବି ଅପରାଧୀମାନେ ବାହାରେ ନିଜ କାର୍ଯ୍ୟକଳାପ ଜାରି ରଖିଥାନ୍ତି। ଏସବୁ ବନ୍ଦ ହେବା ଉଚିତ୍‌।”

baijayanta

baijayanta

Rakesh Mallick
  • Published: Tuesday, 04 September 2018
  • Updated: 04 September 2018, 05:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଳାସପୁର କେନ୍ଦ୍ରୀୟ ଜେଲର ଜଣେ କଏଦୀ ଧମକ ଦେବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।
baijayantaଟ୍ୱିଟ୍‌ କରି ସେ କହିଛନ୍ତି, “ଫୌଜଦାରୀ ବିଚାର ବ୍ୟବସ୍ଥାରେ ସଂସ୍କାର ଅଣାଯିବା ଉଚିତ। ଏଥିରେ ଜେଲ୍ ସଂସ୍କାର ମଧ୍ୟ ଅନ୍ତର୍ଭୁକ୍ତ। ଏହା ସମସ୍ତଙ୍କୁ ଜଣା ଯେ, ଜେଲ୍‌ରେ ଥାଇ ବି ଅପରାଧୀମାନେ ବାହାରେ ନିଜ କାର୍ଯ୍ୟକଳାପ ଜାରି ରଖିଥାନ୍ତି। ଏସବୁ ବନ୍ଦ ହେବା ଉଚିତ୍‌।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story