‘ମୋ ପରିବାରର 11 ଜଣ ଚାଲିଗଲେ’ | Odisha Reporter
ଦିଗପହଣ୍ଡି ବସ୍ ଦୁର୍ଘଟଣା । ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ଜଣ ସମ୍ପର୍କୀୟ। ବ୍ରହ୍ମପୁରରୁ ଭୋଜି ଖାଇ ଫେରୁଥିବାବେଳେ ଦିଗପହଣ୍ଡି କଲେଜ ନିକଟରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା । ଘରେ ପଡିଛି କାନ୍ଦବୋବାଳି । ରେଣୁବାଳାଙ୍କର ୨ ଝିଆରୀ ସମେତ ୧୧ ସଂପର୍କୀୟ ଥିବା ସୂଚନା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
