Advertisment

ପୂର୍ବତନ ସାଂସଦଙ୍କ ୧୧ ସମ୍ପର୍କୀୟ ମୃତ

ଦିଗପହଣ୍ଡି ବସ୍ ଦୁର୍ଘଟଣା । ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ଜଣ ସମ୍ପର୍କୀୟ। ବ୍ରହ୍ମପୁରରୁ ଭୋଜି ଖାଇ ଫେରୁଥିବାବେଳେ ଦିଗପହଣ୍ଡି କଲେଜ ନିକଟରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା ।

Advertisment

ଦିଗପହଣ୍ଡି ବସ୍ ଦୁର୍ଘଟଣା । ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ୧୧ ଜଣ ସମ୍ପର୍କୀୟ। ବ୍ରହ୍ମପୁରରୁ ଭୋଜି ଖାଇ ଫେରୁଥିବାବେଳେ ଦିଗପହଣ୍ଡି କଲେଜ ନିକଟରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା । ଘରେ ପଡିଛି କାନ୍ଦବୋବାଳି । ରେଣୁବାଳାଙ୍କର ୨ ଝିଆରୀ ସମେତ ୧୧ ସଂପର୍କୀୟ ଥିବା ସୂଚନା । 

Advertisment
Odisha Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe