ପୁଅ ଆଗରେ ଚାଲିଗଲେ ବାପା ଓ ଜେଜେ, ତେଣେ ଗଲା ଦୁଇ ସାଙ୍ଗଙ୍କ ଜୀବନ

କାମାକ୍ଷାନଗର/ଝାରସୁଗୁଡ଼ା(ରାକେଶ ଦେହୁରି ଓ ଭାଗିରଥୀ ସାହୁ): ଆଜି ଦୁଇଟି ପୃଥକ୍‌ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକରେ ଘଟିଥିବା ଦୁର୍ଘଟଣାରେ ୫ ବର୍ଷର ପୁଅ ଆଗରେ ଜେଜେ ଓ ବାପାଙ୍କ ଜୀବନ ଯାଇଥିବା ବେଳେ ଝାରସୁଗୁଡ଼ାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଘଟଣାରେ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଡୋଲିଆ ଗାଁର ଜଗବନ୍ଧୁ ସର୍ଦ୍ଦାର, ତାଙ୍କ ପୁଅ ବିରଞ୍ଚି ଓ ତାଙ୍କ ନାତି ସୁଜିତ କୌଣସି କାମରେ ଏକ ବାଇକରେ ଭଦଳିଆ […]

four-deaths-reported-in-two-separate-road-accidents-on-saturday

Manoranjan Sial
  • Published: Saturday, 12 January 2019
  • Updated: 12 January 2019, 05:55 PM IST

Sports

Latest News

କାମାକ୍ଷାନଗର/ଝାରସୁଗୁଡ଼ା(ରାକେଶ ଦେହୁରି ଓ ଭାଗିରଥୀ ସାହୁ): ଆଜି ଦୁଇଟି ପୃଥକ୍‌ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକରେ ଘଟିଥିବା ଦୁର୍ଘଟଣାରେ ୫ ବର୍ଷର ପୁଅ ଆଗରେ ଜେଜେ ଓ ବାପାଙ୍କ ଜୀବନ ଯାଇଥିବା ବେଳେ ଝାରସୁଗୁଡ଼ାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଛି।

ପ୍ରଥମ ଘଟଣାରେ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଡୋଲିଆ ଗାଁର ଜଗବନ୍ଧୁ ସର୍ଦ୍ଦାର, ତାଙ୍କ ପୁଅ ବିରଞ୍ଚି ଓ ତାଙ୍କ ନାତି ସୁଜିତ କୌଣସି କାମରେ ଏକ ବାଇକରେ ଭଦଳିଆ ଗାଁକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ମହାବିରୋଡ୍‌ର ଭଦଳିଆ ଛକରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚଲାଉଥିବା ବିରଞ୍ଚିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗବନ୍ଧୁ ଓ ସୁଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଗବନ୍ଧୁଙ୍କ ମୃତ୍ୟୁ ଘଟିଥିଲା। ଏବେ ସୁଦ୍ଧା ସୁଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

ଝାରସୁଗୁଡ଼ା ବିଟିଏମ୍‌ ଅଞ୍ଚଳର ସୁନ୍ଦରମ ଝାଙ୍କ ଓ ବଢ଼େଇମୁଣ୍ଡାର ରିତିକ କେଶରୀ ଏକ ସ୍କୁଟିରେ ଇକୋ ପାର୍କ ଯାଉଥିଲେ। ଡାଇମଣ୍ଡ ଇଞ୍ଜିନିୟରିଂ କଲେଜ ନିକଟରେ ଏକ ଟ୍ରାକ୍ଟର ପଛରେ ସେମାନେ ପିଟି ହୋଇଯାଇ ଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୁନ୍ଦରମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିତିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story