Advertisment

ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ

କଟକ (ଗୌତମ ପଣ୍ଡା): ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ ହୋଇଛି। ଗତକାଲି କଟକ ବଡ଼ ମେଡିକାଲ୍‌ରେ ୯୦ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଶେଷ ଦର୍ଶନ ପାଇଁ ସେଲ୍ଟର ଛକ ବାସଭବନରେ ବହୁ ସଂଖ୍ୟାରେ ଲୋକେ ପହଞ୍ଚିଥିଲେ। ବିପିନ ବିହାରୀଙ୍କ ପୁଅ ଜଷ୍ଟିସ୍ ବିଶ୍ୱନାଥ ରଥ ହାଇକୋର୍ଟର ବିଚାରପତି ଭାବେ […]

ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ

ctc

Advertisment

କଟକ (ଗୌତମ ପଣ୍ଡା): ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ ହୋଇଛି। ଗତକାଲି କଟକ ବଡ଼ ମେଡିକାଲ୍‌ରେ ୯୦ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଶେଷ ଦର୍ଶନ ପାଇଁ ସେଲ୍ଟର ଛକ ବାସଭବନରେ ବହୁ ସଂଖ୍ୟାରେ ଲୋକେ ପହଞ୍ଚିଥିଲେ। ବିପିନ ବିହାରୀଙ୍କ ପୁଅ ଜଷ୍ଟିସ୍ ବିଶ୍ୱନାଥ ରଥ ହାଇକୋର୍ଟର ବିଚାରପତି ଭାବେ ଅବସ୍ଥାପିତ ଅଛନ୍ତି।

ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏସ୍ ନାଇଡ଼ୁ କହିଛନ୍ତି, “ଜଣେ ବୟୋଜ୍ୟେଷ୍ଠ ଓକିଲ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ସେ ସବୁ ଓକିଲମାନଙ୍କ ପାଇଁ ଦିଗଦର୍ଶକ ଥିଲେ।  ସେ ଜୀବନରେ ବହୁତ କଷ୍ଟ ଭିତରେ ବଞ୍ଚିଥିଲେ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe