ଓଏମ୍‌ସି ଗୁରୁ କେଳୁଚରଣ ପୁରସ୍କାର ଉତ୍ସବ: ତୃତୀୟ ସଂଧ୍ୟାରେ ଝୁମିଲେ ଦର୍ଶକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସୃଜନ’ ପକ୍ଷରୁ ଆୟୋଜିତ ଓମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ତୃତୀୟ ସଂଧ୍ୟା। ସଙ୍ଗୀତ ଓ ବାଦ୍ୟର ଅପୂର୍ବ ମିଳନରେ ସନ୍ଧ୍ୟା ହୋଇଥିଲା ମୁଖରିତ। ପ୍ରଗତିଶୀଳ ସମକାଳୀନ କର୍ଣ୍ଣାଟକୀ ସଙ୍ଗୀତ ଉପରେ ଆଧାରିତ ଅଗମ ମ୍ୟୁଜିକାଲ୍‌ ବ୍ୟାଣ୍ଡର ଫ୍ୟୁଜନ୍‌ ପରିବେଷଣ ଅତି ଚମତ୍କାର ଥିଲା। ଦକ୍ଷିଣ ଭାରତର ଶାସ୍ତ୍ରୀୟ ସଙ୍ଗୀତକୁ ନୂଆ ଓ ଆଧୁନିକ ଶୈଳୀରେ ଦର୍ଶକମାନଙ୍କ ଆଗରେ ଉପସ୍ଥାପିତ କରିଥିଲା ଏହି ବ୍ୟାଣ୍ଡ। ଅଗମ ମ୍ୟୁଜିକାଲ୍‌ ବ୍ୟାଣ୍ଡର […]

guru-keluchara-mohapatra

guru-keluchara-mohapatra

Manoranjan Sial
  • Published: Friday, 07 September 2018
  • Updated: 07 September 2018, 04:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସୃଜନ’ ପକ୍ଷରୁ ଆୟୋଜିତ ଓମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ତୃତୀୟ ସଂଧ୍ୟା। ସଙ୍ଗୀତ ଓ ବାଦ୍ୟର ଅପୂର୍ବ ମିଳନରେ ସନ୍ଧ୍ୟା ହୋଇଥିଲା ମୁଖରିତ।

ପ୍ରଗତିଶୀଳ ସମକାଳୀନ କର୍ଣ୍ଣାଟକୀ ସଙ୍ଗୀତ ଉପରେ ଆଧାରିତ ଅଗମ ମ୍ୟୁଜିକାଲ୍‌ ବ୍ୟାଣ୍ଡର ଫ୍ୟୁଜନ୍‌ ପରିବେଷଣ ଅତି ଚମତ୍କାର ଥିଲା। ଦକ୍ଷିଣ ଭାରତର ଶାସ୍ତ୍ରୀୟ ସଙ୍ଗୀତକୁ ନୂଆ ଓ ଆଧୁନିକ ଶୈଳୀରେ ଦର୍ଶକମାନଙ୍କ ଆଗରେ ଉପସ୍ଥାପିତ କରିଥିଲା ଏହି ବ୍ୟାଣ୍ଡ।

guru kelucharanଅଗମ ମ୍ୟୁଜିକାଲ୍‌ ବ୍ୟାଣ୍ଡର ଶିଳ୍ପୀମାନଙ୍କ ମଧ୍ୟରେ ଥିଲେ କଣ୍ଠ ଓ ବେହେଲାରେ ହରିଶ, ଶିବ ରାମକୃଷ୍ଣନ, କି-ବୋର୍ଡରେ ସ୍ୱାମୀ ସୀତାରମଣ, ଗିଟାରରେ ଟି ପ୍ରବୀନ କୁମାର ଓ ଆଦିତ୍ୟ କଶ୍ୟପ, ଶିବକୁମାର ନାର୍ଗାଜୁନ, ଜଗଦୀଶ ନଟରାଜନ ଓ ଡ୍ରମରେ ଯଦୁନାନନ୍ଦନ।

ଆଜିର ଉତ୍ସବରେ ଅତିଥି ଥିଲେ ଓଡ଼ିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଏସ୍‌ବିଆଇ ବ୍ୟାଙ୍କର ମହା ପରିଚାଳିକା ପ୍ରଭିନା କଲା ଓ ସୃଜନର ନିଦ୍ଦେର୍ଶକ ଗୁରୁ ରତିକାନ୍ତ ମହାପାତ୍ର।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ ଓ ସଂଚାଳନ କରିଥିଲେ ଦେବୀପ୍ରସାଦ ମିଶ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story