ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡୁଣ୍ଡ୍ରମ୍ ଗାଁରେ ୧୧ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି। ଖବର ପାଇ ଆଜି ଗାଁରେ ୪ ଜଣିଆ ମେଡିକାଲ୍ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି।
ସପ୍ତାହେ ହେଲାଣି ଗାଁରେ ମିଳିମିଳା ବ୍ୟାପୀ ଥିଲେ ହେଁ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ତଥା ଆଶା କର୍ମୀ ଏ ନେଇ ମେଡିକାଲ୍ ଟିମକୁ ଅବଗତ କରିବାରେ ବିଳମ୍ବ କରିଥିଲେ। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବଢ଼ିଯାଇଛି।
ମେଡିକାଲ୍ ଟିମ୍ ଗାଁରେ ପହଞ୍ଚି ମିଳିମିଳା ଆକ୍ରାନ୍ତଙ୍କୁ ଭିଟାମିନ ସହ ଆବଶ୍ୟକୀୟ ଔଷଧ ଦେଇଛି। ମେଡିକାଲ ଟିମ୍ ସ୍ଥିତି ଉପରେ ସଂପୂର୍ଣ୍ଣ ନଜର ରଖିଥିବା ଡାକ୍ତର ଗୋପାଳ ସାହୁ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଗଜପତିରେ ମହାବାଳ ବାଘ ଆତଙ୍କ, ଦୁଇଟି ଗୋରୁଙ୍କୁ ମାରିଲା!
ମହାବଳ ବାଘଟି ବର୍ତ୍ତମାନ ରାୟଗଡ଼ା ବନାଞ୍ଚକ ଗୁଡ଼ାରୀ ଅଞ୍ଚଳରେ ଥିବା ଜଣାପଡ଼ିଛି।
Education
ସ୍କୁଲରେ ନାହିଁ ପାନୀୟ ଜଳ ବ୍ୟବସ୍ଥା: ନାଳ ପାଣି ପିଉଛନ୍ତି ଛାତ୍ରଛାତ୍ରୀ
୨୦୦୬ ମସିହାରେ ଏହି ସ୍କୁଲଟି ସ୍ଥାପିତ ହୋଇଥିଲା। ଡିମ୍ବିରିପଙ୍କାଳ ସମେତ ରାଜୀମେରା, ବାଲିପଙ୍କ ଓ ଲୁଣ୍ଡ୍ରିସାହି ଆଦି ଗାଁର ୬୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି।
Miscellaneous
ନାଳ ପାଣି ପିଉଛନ୍ତି ଛାତ୍ରଛାତ୍ରୀ
ସ୍କୁଲରେ ନାହିଁ ନଳକୂପ, ନାଳର ଦୂଷିତ ପାଣି ପିଉଛନ୍ତି କୁନିକୁନି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପରେ ସେହି ପାଣିରେ ମୁହଁ ଧୋଇବା ସହ ପାଣି ପିଉଛନ୍ତି।
Crime
ସ୍ୱାମୀଙ୍କୁ ଘରେ, ସ୍ତ୍ରୀଙ୍କୁ ରାସ୍ତାରେ ହତ୍ୟା
ଗତ ଫେବ୍ରୁଆରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କୁ ଆକ୍ରମଣ କରାଯାଇଥିଲା।