Advertisment

ଗଜଭିୟେଙ୍କ ଜମି ବିବାଦ: ଅଧିକ ତଥ୍ୟ ପାଇଁ ଗୋପରେ ଭିଜିଲାନ୍ସ ଟିମ୍

ପୁରୀ: କେନ୍ଦ୍ରାପଡ଼ାର ନିଲମ୍ୱିତ ଏସପି ସତୀଶ ଗଜଭିମ୍ଭେଙ୍କ ବିବାଦୀୟ ଜମି ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସର ଏକ ଟିମ୍ ଆଜି ପୁରୀ ଜିଲ୍ଲାର ଗୋପରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି। କଟକ ଭିଜିଲାନ୍ସ ଡିଏସପି କେ.ନାୟକ, ପୁରୀ ଭିଜିଲାନ୍ସ ଡିଏସପି କେ.ଦ୍ୱିବେଦୀ ଏବଂ ଜଣେ ଇନସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ୫ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜମି ଓ ପୋଖରୀର ମାପଚୁପ କରିଥିଲା। ସେହିପରି କେତେ ମାଛ ଚାଷ ହୋଇଛି ଓ ଏଥିପାଇଁ କେତେ ଅର୍ଥ […]

ଗଜଭିୟେଙ୍କ ଜମି ବିବାଦ: ଅଧିକ ତଥ୍ୟ ପାଇଁ ଗୋପରେ ଭିଜିଲାନ୍ସ ଟିମ୍

goparevizilance

Advertisment

ପୁରୀ: କେନ୍ଦ୍ରାପଡ଼ାର ନିଲମ୍ୱିତ ଏସପି ସତୀଶ ଗଜଭିମ୍ଭେଙ୍କ ବିବାଦୀୟ ଜମି ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସର ଏକ ଟିମ୍ ଆଜି ପୁରୀ ଜିଲ୍ଲାର ଗୋପରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି। କଟକ ଭିଜିଲାନ୍ସ ଡିଏସପି କେ.ନାୟକ, ପୁରୀ ଭିଜିଲାନ୍ସ ଡିଏସପି କେ.ଦ୍ୱିବେଦୀ ଏବଂ ଜଣେ ଇନସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ୫ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜମି ଓ ପୋଖରୀର ମାପଚୁପ କରିଥିଲା। ସେହିପରି କେତେ ମାଛ ଚାଷ ହୋଇଛି ଓ ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେ ନେଇ ମଧ୍ୟ ଆକଳନ କରାଯାଉଛି। ଭିଜିଲାନ୍ସ ଟିମ୍ ସହ ଗୋପର ଅତିରିକ୍ତ ତହସିଲଦାର, ସରକାରୀ ଅମିନ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ତଦନ୍ତ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe