ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଆଜିଠୁ ଶଟଡାଉନ୍

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଦ୍ରୁତ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଶଟଡାଉନ୍‌ ଲାଗୁ କରାଯାଇଛି। ଆସନ୍ତା ୧୩ ତାରିଖ ଯାଏଁ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ଜିଲ୍ଲାର ସମସ୍ତ NACରେ ଏହି କଟକଣା ବଳବତ୍ତର ରହିବ।  ଏଥିସହ ଜିଲ୍ଲାର ୫ଟି ବ୍ଲକ୍ ହେଡକ୍ୱାର୍ଟର ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ ମଧ୍ୟ ସମ୍ପୂର୍ଣ୍ଣ ଶଟଡାଉନ୍‌ କରାଯାଇଛି।  ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ୭ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରିବେ […]

barhampur-1-1-1

barhampur-1-1-1

Niharika Rout
  • Published: Thursday, 09 July 2020
  • Updated: 09 July 2020, 08:26 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଦ୍ରୁତ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠାରୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଶଟଡାଉନ୍‌ ଲାଗୁ କରାଯାଇଛି। ଆସନ୍ତା ୧୩ ତାରିଖ ଯାଏଁ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ଜିଲ୍ଲାର ସମସ୍ତ NACରେ ଏହି କଟକଣା ବଳବତ୍ତର ରହିବ।  ଏଥିସହ ଜିଲ୍ଲାର ୫ଟି ବ୍ଲକ୍ ହେଡକ୍ୱାର୍ଟର ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ ମଧ୍ୟ ସମ୍ପୂର୍ଣ୍ଣ ଶଟଡାଉନ୍‌ କରାଯାଇଛି।  ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ୭ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରିବେ । ଏହି ସମୟରେ ସବୁ ଲୋକ ଘରେ ରହିବା ଜରୁରୀ ଏବଂ କେହି ଲକ୍ଷଣ ନ ଲୁଚାଇବାକୁ ଅପିଲ୍ କରିଛନ୍ତି ଜିଲ୍ଲାପାଳ ।

ସର୍ଭେ ନିମନ୍ତେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ଆଉ ୧୦୦ଟି ଟିମ୍ ଗଠନ କରାଯାଇଛି । ସହରାଞ୍ଚଳରେ ସର୍ଭେ ସରିବା ପରେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହେବ।  ସେହିପରି ଏମ୍‌କେସିଜି ମେଡିକାଲର ଓପିଡିକୁ ସାଧାରଣ ରୋଗୀଙ୍କ ପାଇଁ ବନ୍ଦ କରାଯାଇଛି । ହେଲେ ଶଟଡାଉନ୍‌ରୁ ଅତ୍ୟାବଶକ ସେବାକୁ ବାଦ୍ ଦିଆଯାଇଛି । ଶଟଡାଉନ୍‌ ବେଳେ କ୍ଷୀରଗାଡ଼ି, ହସ୍ପିଟାଲ୍ ସେବା, ମେଡିସିନ୍ ଷ୍ଟୋର୍ ଖୋଲା ରହିବ । ଯଦି କେହି ବ୍ୟକ୍ତି ବିମାନ ବନ୍ଦରକୁ ଯିବାକୁ ଥିବ ତେବେ ଟିକେଟ୍ ଦେଖାଇ ଯାଇ ପାରିବେ । ସେହିଭଳି ବ୍ୟାଙ୍କ ଖୋଲା ରହିବ। କିନ୍ତୁ ସାଧାରଣ ଲୋକଙ୍କୁ ଯିବାକୁ ମନା କରାଯାଇଛି ।  ସେପଟେ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ସୀମାକୁ ସିଲ୍ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story