ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଞ୍ଜାମ ସୁନାପୁର ସମୁଦ୍ର ବେଳାଭୂମିରେ ସାର୍କ ମାଛ। ସୁନାପୁର ବେଳାଭୂମିରେ ଦେଖିବାକୁ ମିଳିଛି ଏକ ବିରାଟ ସାର୍କ । ବିଶାଳକାୟ ସାର୍କ ମାଛଟିକୁ ଦେଖିବାକୁ ଲାଗିଥିଲା ପ୍ରବଳ ଭିଡ଼। ଲାଗିଥିବା ମାଛଟି ବ୍ଲୁ-ହ୍ୱେଲ ସାର୍କ ବୋଲି ସୂଚନା ମିଳିଛି । କୌଣସି କାରଣରୁ ସାର୍କ ମାଛଟି କୂଳକୁ ଚାଲି ଆସିଥିଲା । ମାଛଟିର ଲମ୍ବ ପ୍ରାୟ ୧୦ ଫୁଟ ରହିଛି । ଖବର ପାଇଁ ଆସି ପହଞ୍ଚିଥିଲେ ବିଭାଗୀୟ ଅଧିକାରୀ।
https://youtu.be/GNAbV6cZ_pA
ସମୁଦ୍ର ଭିତରକୁ ମାଛଟିକୁ ପଠାଇବା ଲାଗି ବନବିଭାଗ ଉଦ୍ୟମ ଜାରି ରଖିଛି । ସାର୍କ ମାଛଟିକୁ ସମୁଦ୍ର ଭିତରକୁ ଠେଲି ଠେଲି ପଠାଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବସ୍ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ
ବସ୍ଟି ଆସିକାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା।
Crime
ଓୟୋ ହୋଟେଲ ରୁମରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ, ପ୍ରେମିକ ଅଟକ
ସୋଶାଲ ମିଡିଆରେ ମୃତ ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ହୋଇଥିଲା ପରିଚୟ।
Crime
ଘରେ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା, ଯୁବକ ଗିରଫ
ଅକ୍ଟୋବର ୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଦେଢ଼ ମାସ ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।