600
Advertisment
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଗଞ୍ଜାମ ସୁନାପୁର ସମୁଦ୍ର ବେଳାଭୂମିରେ ସାର୍କ ମାଛ। ସୁନାପୁର ବେଳାଭୂମିରେ ଦେଖିବାକୁ ମିଳିଛି ଏକ ବିରାଟ ସାର୍କ । ବିଶାଳକାୟ ସାର୍କ ମାଛଟିକୁ ଦେଖିବାକୁ ଲାଗିଥିଲା ପ୍ରବଳ ଭିଡ଼। ଲାଗିଥିବା ମାଛଟି ବ୍ଲୁ-ହ୍ୱେଲ ସାର୍କ ବୋଲି ସୂଚନା ମିଳିଛି । କୌଣସି କାରଣରୁ ସାର୍କ ମାଛଟି କୂଳକୁ ଚାଲି ଆସିଥିଲା । ମାଛଟିର ଲମ୍ବ ପ୍ରାୟ ୧୦ ଫୁଟ ରହିଛି । ଖବର ପାଇଁ ଆସି ପହଞ୍ଚିଥିଲେ ବିଭାଗୀୟ ଅଧିକାରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/600.jpg)