Advertisment

ଜଣେ ଦିଦି ପଢ଼ାଉଛନ୍ତି ସବୁ ବିଷୟ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ନୁଆ ଗାଁ ସୁଗର ଇଣ୍ଡଷ୍ଟ୍ରି ହାଇସ୍କୁଲର ଶିକ୍ଷାଦାନ ବ୍ୟବସ୍ଥା ଦିଗହରା ହୋଇଯାଇଛି। ଆବଶ୍ୟକ ଶିକ୍ଷକ ନାହାନ୍ତି। ସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ଅନୁପମା ଦାସ ସୁବ ବିଷୟରେ ପଢ଼ାଉଛନ୍ତି। ତାଙ୍କ ହାତରେ ବି ପ୍ରଧାନ ଶିକ୍ଷକ ଦାୟିତ୍ୱ । ଜଣେ ପିଅନକୁ ନେଇ ଅଫିସ କାମ କରୁଛନ୍ତି।  ତାସହ ତାଙ୍କ ଉପରେ ୧୨୦ ପିଲାଙ୍କ ପଢା ଦାଇତ୍ୱ। ଏମିତିରେ ମାଟ୍ରିକ ପରୀକ୍ଷାରେ କେମିତି ପିଲାଏ ଭଲ କରିବେ ତାହା ଏବେ […]

ଜଣେ ଦିଦି ପଢ଼ାଉଛନ୍ତି ସବୁ ବିଷୟ

5gm

Advertisment

ଆସିକା(ମନୋଜ ମୁନି): ଗଞ୍ଜାମଜିଲ୍ଲାଆସିକାବ୍ଲକରନୁଆ ଗାଁସୁଗରଇଣ୍ଡଷ୍ଟ୍ରିହାଇସ୍କୁଲରଶିକ୍ଷାଦାନବ୍ୟବସ୍ଥାଦିଗହରା ହୋଇଯାଇଛି। ଆବଶ୍ୟକ ଶିକ୍ଷକ ନାହାନ୍ତି। ସ୍କୁଲରହିନ୍ଦୀଶିକ୍ଷୟିତ୍ରୀଅନୁପମା ଦାସ ସୁବ ବିଷୟରେ ପଢ଼ାଉଛନ୍ତି। ତାଙ୍କ ହାତରେ ବି ପ୍ରଧାନଶିକ୍ଷକଦାୟିତ୍ୱ ଜଣେ ପିଅନକୁନେଇଅଫିସକାମକରୁଛନ୍ତି।  ତାସହ ତାଙ୍କ ଉପରେ୧୨୦ପିଲାଙ୍କପଢାଦାଇତ୍ୱଏମିତିରେମାଟ୍ରିକପରୀକ୍ଷାରେକେମିତିପିଲାଏଭଲକରିବେତାହା ଏବେ ଚିନ୍ତାର ବିଷୟ ଅନ୍ୟପଟେମାଟ୍ରିକରେଜିରୋରିଜଲ୍ଟରହୁଥିବାସ୍କୁଲଉପରେକାର୍ଯ୍ୟାନୁଷ୍ଠାନନେବାପାଇଁସ୍କୁଲଗଣଶିକ୍ଷାବିଭାଗଚାପଥିବାରୁପରିସ୍ଥିତିବଡଗମ୍ଭୀର ହୋଇଛି

Advertisment

କୋଭିଡକଟକଣାକାରଣରୁକେବଳଦଶମବୋଡ଼ପରୀକ୍ଷାକୁଆଖିଆଗରେରଖିଶିକ୍ଷାଦାନପାଇଁସ୍କୁଲଗଣଶିକ୍ଷାବିଭାଗନିଷ୍ପତ୍ତିନେଇଛି।ତଦନୁଯାୟୀଏହିସ୍କୁଲରେଦଶମଶ୍ରେଣୀରେଅଧ୍ୟୟନକରୁଥିବା୪୭ଜଣପିଲାଙ୍କୁହିନ୍ଦୀଶିକ୍ଷୟିତ୍ରୀପଢ଼ାଉଛନ୍ତିବିଷୟଭିତିକଶିକ୍ଷକଙ୍କଆବଶ୍ୟକତାଥିବାବେଳେଜଣେହିନ୍ଦୀଶିକ୍ଷୟିତ୍ରୀଙ୍କ ଦ୍ଵାରା  ଦଶମଶ୍ରେଣୀରସମସ୍ତବିଷୟପଢାଇବାସମ୍ଭବହେଉନାହିଁସ୍କୁଲରୁଅବସରନେଇଥିବାଜଣେଶିକ୍ଷକ  ନିଜଆନ୍ତରିକତାଦେଖାଇ ଜୀବବିଜ୍ଞାନବିଷୟପଢ଼ାଉଛନ୍ତିତେଣୁପିଲାମାନେହିନ୍ଦୀଜୀବବିଜ୍ଞାନବିଷୟବ୍ୟତୀତଅନ୍ୟବିଷୟସ୍କୁଲରେପଢିବାରୁବଞ୍ଚିତହେଉଛନ୍ତିଯାହାଏବେଛାତ୍ରଛାତ୍ରୀଙ୍କଚିନ୍ତାକୁବଢ଼ାଇଦେଇଛି

ଆଗାମୀଦିନରେଅଷ୍ଟମନବମଶ୍ରେଣୀଖୋଲିବାରସମ୍ଭାବନାଥିବାବେଳେତିନୋଟିଶ୍ରେଣୀରେପଢ଼ୁଥିବାପିଲାଙ୍କୁକିଭଳିଏଠାରେପଢାଯିବ ତାକୁ ନେଇ ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ୧୯୮୪ମସିହାରୁପ୍ରତିଷ୍ଠିତଏହିସ୍କୁଲପ୍ରତିସରକାରଙ୍କଦୃଷ୍ଟି ଦେବାକୁ ଦାବି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe