saraf
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ୨ ଓଡ଼ିଆ ସାହିତ୍ୟିକ। ଗାଳ୍ପିକା ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯିବ। କ୍ଷୁଦ୍ରଗଳ୍ପ ସଂକଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ଗାୟତ୍ରୀ ସରାଫଙ୍କୁ ମିଳିବ ଏହି ପୁରସ୍କାର। ସେହିପରି ସୂର୍ଯ୍ୟମଣି ଖୁଣ୍ଟିଆ ଅନୁବାଦ ପୁସ୍ତକ ‘ଯୁଗାନ୍ତ’ ପାଇଁ ପାଇବେ ଏହି ପୁରସ୍କାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us