ଘଟ ପରିବର୍ତ୍ତନରେ ବିଭ୍ରାଟ ପ୍ରସଙ୍ଗ: ପୁରୀ ବାର ଆସୋସିଏଶନର ୧୨ ଘଣ୍ଟିଆ ବନ୍ଦ

ପୁରୀ: ଘଟ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ଆଜି ପୁରୀ ବାର ଆସୋସିଏଶନ ୧୨ ଘଣ୍ଟିଆ ପୁରୀ ବନ୍ଦ ପାଳନ କରୁଛି । ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ଦାବି କରିଛି । ସକାଳେ ଆଇନଜୀଜୀମାନେ ପୁରୀ ରେଳ ଷ୍ଟେସନକୁ ଯାଇ ରେଳରୋକୋ କରିବା ସହ ପିକେଟିଂ କରିଛନ୍ତି । ବନ୍ଦ ଯୋଗୁ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହାସହ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ପକ୍ଷରୁ ଅନୁରୋଧ […]

bar assocation

bar assocation

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 04:18 AM IST

Sports

Latest News

ପୁରୀ: ଘଟ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ଆଜି ପୁରୀ ବାର ଆସୋସିଏଶନ ୧୨ ଘଣ୍ଟିଆ ପୁରୀ ବନ୍ଦ ପାଳନ କରୁଛି । ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ଦାବି କରିଛି । ସକାଳେ ଆଇନଜୀଜୀମାନେ ପୁରୀ ରେଳ ଷ୍ଟେସନକୁ ଯାଇ ରେଳରୋକୋ କରିବା ସହ ପିକେଟିଂ କରିଛନ୍ତି । ବନ୍ଦ ଯୋଗୁ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହାସହ ଦୋକାନ ବଜାର ବନ୍ଦ ରଖିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ ମଧ୍ୟ ପୁରୀ ଓକିଲ ସଂଘର ନିଷ୍ପତ୍ତିକୁ ସ୍ୱାଗତ କରି କାର୍ଯ୍ୟରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛି । ହାଇକୋର୍ଟର ଜଣେ ସିଟିଂ ଜଜଙ୍କ ଦ୍ୱାରା ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଆସୋସିଏଶନ ଦାବି କରିଛି । ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେତେକ ବାର୍ ମଧ୍ୟ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୁରୀ ବାର୍ ଆସୋସିଏଶନର ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story