Advertisment

ଗାୟିକା କରାଇ ଦେବାକୁ କହି ଲୁଟି ନେଲେ ଇଜ୍ଜତ!

କଣ୍ଠଶିଳ୍ପୀଙ୍କ ନାଁରେ ସଂଗୀନ ଅଭିଯୋଗ। ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ #ସୌରିନ_ଭଟ୍ଟଙ୍କ ନାଁରେ ଏତଲା। ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଏତଲା କଲେ ଯୁବତୀ। ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ ଅଭିଯୋଗ। ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ କଲେ ସଂପୃକ୍ତ ଯୁବତୀ।

author-image
Debendra Prusty

କଣ୍ଠଶିଳ୍ପୀଙ୍କ ନାଁରେ ସଂଗୀନ ଅଭିଯୋଗ। ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ #ସୌରିନ_ଭଟ୍ଟଙ୍କ ନାଁରେ ଏତଲା। ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଏତଲା କଲେ ଯୁବତୀ। ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ ଅଭିଯୋଗ। ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ କଲେ ସଂପୃକ୍ତ ଯୁବତୀ। 

Advertisment
Odisha Mumbai Crime