ଆଇନ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

କଟକ(ଓଡ଼ିଶା ରିପୋର୍ଟର): କଟକ ନ୍ୟାସନାଲ ଲ’ ୟୁନିଭରସିଟି ହଷ୍ଟେଲରେ ଆଇନ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ସୁରଭୀ ପଞ୍ଚାଲ। ତାଙ୍କ ଘର ହରିଆଣାରେ ହୋଇଥିବା ସୂଚନା ମିଳିଛି। କିଛିଦିନ ତଳେ ଫିଜିକାଲ କ୍ଲାସ ଆରମ୍ଭ ହୋଇଥିବା ବେଳେ ସୁରଭୀ ହଷ୍ଟେଲକୁ ଆସିଥିଲେ। ଗତକାଲି ରାତିରେ ସେ ଫୋନ ନ ଉଠାଇବାରୁ ପରିବାର ଲେକେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଦେଖିବା ବେଳକୁ ତାଙ୍କ ରୁମ୍ କବାଟ ଭିତର ପଟୁ […]

Girl

Girl

Tapaswini Nayak
  • Published: Tuesday, 05 April 2022
  • Updated: 05 April 2022, 12:28 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ନ୍ୟାସନାଲ ଲ’ ୟୁନିଭରସିଟି ହଷ୍ଟେଲରେ ଆଇନ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ସୁରଭୀ ପଞ୍ଚାଲ। ତାଙ୍କ ଘର ହରିଆଣାରେ ହୋଇଥିବା ସୂଚନା ମିଳିଛି।

କିଛିଦିନ ତଳେ ଫିଜିକାଲ କ୍ଲାସ ଆରମ୍ଭ ହୋଇଥିବା ବେଳେ ସୁରଭୀ ହଷ୍ଟେଲକୁ ଆସିଥିଲେ। ଗତକାଲି ରାତିରେ ସେ ଫୋନ ନ ଉଠାଇବାରୁ ପରିବାର ଲେକେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଦେଖିବା ବେଳକୁ ତାଙ୍କ ରୁମ୍ କବାଟ ଭିତର ପଟୁ ବନ୍ଦ ଥିଲା। ପରେ କବାଟ ଭାଙ୍ଗି ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ପରିବାର ଲୋକଙ୍କ ଉପସ୍ଥିତିରେ କଟକ ଏସସିବିରେ ତାଙ୍କ ବ୍ୟବଚ୍ଛେଦ କରାଯାଇଛି।  ଘଟଣାସ୍ଥଳରେ ଫେଜ ଟୁ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା,ଆଉ କିଛି କାରଣ ରହିଛି, ସେ ନେଇ ସ୍ପଷ୍ଟ ହୋଇନାହିଁ। ଛାତ୍ରୀ ଜଣଙ୍କ ହଷ୍ଟେଲରେ ଏକ ରୁମ୍‌ରେ ଏକୁଟିଆ ରହୁଥିଲେ।

ଏହା ସହ ଶିକ୍ଷାନୁଷ୍ଠାନର କିଛି ଛାତ୍ରଛାତ୍ରୀଙ୍କର ଆଜି ବୟାନ ରେକର୍ଡ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story