Advertisment

ମୁଖ୍ୟମନ୍ତ୍ରୀଙ୍କ ରାଜଗାଙ୍ଗପୁର ଗସ୍ତକୁ ବିରୋଧ: କାନ୍ଥରେ ଲେଖାଯାଇଛି କଟୁ ମନ୍ତବ୍ୟ

ସୁନ୍ଦରଗଡ଼: ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିହାବନ୍ଧ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କୁତ୍ରା ଅଞ୍ଚଳରେ କାନ୍ଥ ବାଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀ କିଛି କଟୁ ମନ୍ତବ୍ୟ ଲେଖା ଯାଇଥିବା ଦେଖିବାକୁ ମିଳିଛି। ଲାଲ ରଙ୍ଗରେ ଲେଖାଯାଇଥିବା ଏହି ମନ୍ତବ୍ୟକୁ କିଏ ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। କିଏ ଓ କାହିଁକି ଏହା ଲେଖିଛି, ଏନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe