‘ନବ ବାବୁଙ୍କ ପାଖକୁ ଗୋପାଳର ଝିଆରୀ ଯାଉଥିଲା’ | Odisha Reporter
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନୂଆ ତଥ୍ୟ। କହିଲେ,ଖବର ଅନୁସାରେ ଝିଆରି ଚାକିରି ପାଇଁ ଗୋପାଳ ନବଙ୍କ ପାଖକୁ ଯାଉଥିଲେ, ସେତେବେଳେ ଅଘଟଣ ଘଟି ନଥାଇପାରେ ବୋଲି କିଏ କହିବ,ଏଥିପାଇଁ ଗୋପାଳ ପରିବାର ଲୋକେ ଷଡ଼ଯନ୍ତ୍ର କରିଥାଇ ପାରନ୍ତି, ଗୋପାଳର ଝିଆରୀକୁ ପଚରାଉଚରା କଲେ ସ୍ପଷ୍ଟ ଜଣାପଡ଼ିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
