Advertisment

‘ନବ ବାବୁଙ୍କ ପାଖକୁ ଗୋପାଳର ଝିଆରୀ ଯାଉଥିଲା’

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନୂଆ ତଥ୍ୟ। କହିଲେ,ଖବର ଅନୁସାରେ ଝିଆରି ଚାକିରି ପାଇଁ ଗୋପାଳ ନବଙ୍କ ପାଖକୁ ଯାଉଥିଲେ, ସେତେବେଳେ ଅଘଟଣ ଘଟି ନଥାଇପାରେ ବୋଲି କିଏ କହିବ,ଏଥିପାଇଁ ଗୋପାଳ ପରିବାର ଲୋକେ ଷଡ଼ଯନ୍ତ୍ର କରିଥାଇ ପାରନ୍ତି, ଗୋପାଳର ଝିଆରୀକୁ ପଚରାଉଚରା କଲେ ସ୍ପଷ୍ଟ ଜଣାପଡ଼ିବ।

Narasingha Mishra Gopal Das Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe