ଟିଟୋ ପାଇଁ ବଳିପଡ଼ିଲେ ହିମାଂଶୁ ଲାଲ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ାର ବିଜେଡି ନେତାମାନଙ୍କ ଚାପରେ ଗ୍ୟାଙ୍ଗଷ୍ଟର ଟିଟୋକୁ ଜେଲରୁ ମୁକୁଳାଇବା ପାଇଁ ମାର୍ଗ ପ୍ରଶସ୍ତ କରାଯାଉଛି। ଖାସ୍ ଏହି କାରଣରୁ କେନ୍ଦ୍ରାପଡ଼ାର ୨ଜଣ ପ୍ରଭାବଶାଳୀ ବିଜେଡି ନେତାଙ୍କ ଚାପରେ ୨୦୦୩ ବ୍ୟାଚ୍ ଆଇପିଏସ ହିମାଂଶୁ ଲାଲଙ୍କୁ ମାତ୍ର ୪ମାସ ମଧ୍ୟରେ ସ୍ପେଶାଲ ଟାସ୍କ ଫୋର୍ସ ଡିଆଇଜି ପଦରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ଜୁନ୍ ୧୦ ତାରିଖରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ […]

HIMANSHU LAL IPS Final

HIMANSHU LAL IPS Final

Sampad Mahapatra
  • Published: Tuesday, 23 October 2018
  • Updated: 23 October 2018, 08:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ାର ବିଜେଡି ନେତାମାନଙ୍କ ଚାପରେ ଗ୍ୟାଙ୍ଗଷ୍ଟର ଟିଟୋକୁ ଜେଲରୁ ମୁକୁଳାଇବା ପାଇଁ ମାର୍ଗ ପ୍ରଶସ୍ତ କରାଯାଉଛି। ଖାସ୍ ଏହି କାରଣରୁ କେନ୍ଦ୍ରାପଡ଼ାର ୨ଜଣ ପ୍ରଭାବଶାଳୀ ବିଜେଡି ନେତାଙ୍କ ଚାପରେ ୨୦୦୩ ବ୍ୟାଚ୍ ଆଇପିଏସ ହିମାଂଶୁ ଲାଲଙ୍କୁ ମାତ୍ର ୪ମାସ ମଧ୍ୟରେ ସ୍ପେଶାଲ ଟାସ୍କ ଫୋର୍ସ ଡିଆଇଜି ପଦରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ଜୁନ୍ ୧୦ ତାରିଖରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍ )ର ଡିଆଇଜି ଭାବେ ନିଯୁକ୍ତି ପାଇଥିବା ଶ୍ରୀ ଲାଲ କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋକୁ ଗିରଫ କରିବା ସହ ତା’ର ସାମ୍ରାଜ୍ୟକୁ ତଳିତଳାନ୍ତ କରିଥିଲେ। ଟିଟୋ ସହ ଅପରାଧିକ କାରବାରରେ ଲିପ୍ତ ଥିବା ୨୫ରୁ ଅଧିକ ଅପରାଧୀଙ୍କୁ ମଧ୍ୟ ଜେଲ ପଠାଇ ସେମାନଙ୍କର ବ୍ୟବସାୟିକ କଳାସାମ୍ରାଜ୍ୟ ଉପରେ ଅଙ୍କୁଶ ଲଗାଇଥିଲେ। ଶ୍ରୀ ଲାଲ ଏବେ ପ୍ରଶିକ୍ଷଣ ନିମନ୍ତେ ବିଦେଶ ଗସ୍ତରେ ଥିବାବେଳେ ତାଙ୍କୁ ଅଚାନକ ଏସଟିଏଫରୁ ହଟାଇ ଦିଆଯାଇଛି।ପୂର୍ବରୁ ଜଣେ ଦକ୍ଷ ଅଫିସର ଭାବେ ଶ୍ରୀ ଲାଲ ଭୁବନେଶ୍ୱରକୁ ଅପରାଧମୁକ୍ତ କରିବା ସହ ଦିଲ୍ଲୀରେ ସିବିଆଇରେ କାର୍ଯ୍ୟ କରି ପ୍ରଶଂସାଭାଜନ ହୋଇପାରିଥିଲେ।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, କେନ୍ଦ୍ରାପଡ଼ାର ଏକ ବିରାଟ ଭୋଟ୍ ବ୍ୟାଙ୍କ ଗ୍ୟାଙ୍ଗଷ୍ଟର ଟିଟୋ ସହ ରହିଛି। କିନ୍ତୁ ବ୍ୟବସାୟିକ ଫାଇଦା ପାଇଁ ଗ୍ୟାଙ୍ଗଷ୍ଟର ଟିଟୋ ବିଜେପି ପ୍ରତି ଢଳୁଥିବାକୁ ଅନୁଭବ କରି ବିଜେଡି ନେତାମାନେ ତା’ ଭାଇକୁ ଆଣି ଦଳରେ ସାମିଲ କରିଥିଲେ। ପଞ୍ଚାୟତ ନିର୍ବାଚନ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଟିଟୋର ଭାଇ ବିଜେଡିରେ ସାମିଲ ହୋଇଥିଲା। ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ବିଜେଡିରେ ମିଶିବାକୁ ନେଇ ଗଣମାଧ୍ୟମରେ ହୋ-ହାଲ୍ଲା ହେବାପରେ ବିଜେଡିକୁ ସବୁ ମହଲରୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ସେହି ସମୟରେ ହିମାଂଶୁ ଲାଲ ବିଜେଡି ସରକାରର ଭାବମୂର୍ତ୍ତି ସଜାଡ଼ିବା ପାଇଁ ଗ୍ୟାଙ୍ଗଷ୍ଟର ଟିଟୋକୁ ଗିରଫ କରିବା ସହ ତା’ର ସମସ୍ତ ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇଥିଲେ।ଏପରିକି ଉପକୂଳ ଓଡ଼ିଶାରେ ସକ୍ରିୟ ଥିବା ତା’ର ନେଟୱାର୍କକୁ ମଧ୍ୟ ଧୂଳିସାତ୍ କରିବାରେ ତାଙ୍କ ଟିମ ସକ୍ଷମ ହୋଇଥିଲା।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେଡି କେନ୍ଦ୍ରାପଡ଼ାରେ ନିଜର ସ୍ଥିତି ରକ୍ଷା ପାଇଁ ଏବେ ଗ୍ୟାଙ୍ଗଷ୍ଟର ଟିଟୋ ସହ ଅଲିଖିତ ବୁଝାମଣା କରିଥାଇପାରେ ବୋଲି କୁହାଯାଉଛି। କେବଳ ଏହି କାରଣରୁ ଏସଟିଏଫ ଡିଆଇଜି ହିମାଂଶୁ ଲାଲ ପ୍ରଶିକ୍ଷଣ ପାଇଁ ବାହାରେ ଥିବାବେଳେ ତାଙ୍କର ବଦଳି ହୋଇଛି ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି।

ଟିଟୋ ସହ ରହିଥିବା ବିଶାଳ ଭୋଟବ୍ୟାଙ୍କକୁ କରାୟତ୍ତ କରିବା ପାଇଁ ଟିଟୋକୁ ଜେଲରୁ ମୁକୁଳାଇବା ସହ ତାକୁ ପୂର୍ବଭଳି ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ଦିଗରେ ବିଜେଡି ପରୋକ୍ଷରେ ସହଯୋଗ ଯୋଗାଇ ଦେବାର ସମ୍ଭାବନା ରହିଛି। ତା’ ବଦଳରେ ବିଜେଡିକୁ ନିର୍ବାଚନ ସମୟରେ ଟିଟୋର ସକ୍ରିୟ ସହଯୋଗ ମିଳିବ ବୋଲି କୁହାଯାଉଛି। ତେଣୁ ଟିଟୋକୁ ଗିରଫ କରି ତୃତୀୟ ମହଲାର ପ୍ରଶଂସା ପାଇଥିବା ହିମାଂଶୁଙ୍କୁ ଅଚାନକ ବଦଳି କରାଯାଇ ତାକୁ ଜେଲରୁ ମୁକୁଳାଇବାକୁ ମାର୍ଗ ପ୍ରଶସ୍ତ କରାଯାଉଛି ବୋଲି ପୁଲିସ ମହଲରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story