Advertisment

‘କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସଙ୍କ ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ ବଡ଼ ମୁସ୍କିଲ୍’

କଟକ: କଟକ ମହାନଗର ନିଗମ ୨୧ ନମ୍ୱର ୱାର୍ଡର କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ଗୌରୀ ଦାସଙ୍କ ନାଁରେ ରାସନକାର୍ଡ ଥିବା ଅଭିଯୋଗ ହେବା ପରେ ଦଳ ଏହାର ଜବାବ ରଖିଛି। ଗୌରୀ ଏବଂ ତାଙ୍କ ପରିବାର ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା ମୁସ୍କିଲ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ଗୌରୀଙ୍କ ବାପା ଜଣେ ପକ୍ଷାଘାତ ରୋଗୀ ହୋଇଥିବା ବେଳେ ତାଙ୍କ ମା’ […]

‘କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସଙ୍କ ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ ବଡ଼ ମୁସ୍କିଲ୍’

congress

Advertisment

congressକଟକ: କଟକ ମହାନଗର ନିଗମ ୨୧ ନମ୍ୱର ୱାର୍ଡର କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ଗୌରୀ ଦାସଙ୍କ ନାଁରେ ରାସନକାର୍ଡ ଥିବା ଅଭିଯୋଗ ହେବା ପରେ ଦଳ ଏହାର ଜବାବ ରଖିଛି। ଗୌରୀ ଏବଂ ତାଙ୍କ ପରିବାର ପାଇଁ ଦିନକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା ମୁସ୍କିଲ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Advertisment

କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ଗୌରୀଙ୍କ ବାପା ଜଣେ ପକ୍ଷାଘାତ ରୋଗୀ ହୋଇଥିବା ବେଳେ ତାଙ୍କ ମା’ ଜଣେ ମାନସିକ ବିକାରଗ୍ରସ୍ତ ମହିଳା। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାବେ ଗୌରୀ ଟିୟୁସନ୍ କରି ଘର ଚଳାନ୍ତି। ଗୌରୀଙ୍କ ବାପାଙ୍କ ନାମରେ ଗୋଟିଏ ଚାଳଛପର ଘର ଏବଂ ଗୋଟିଏ ସ୍କୁଟି ରହିଥିବା ବେଳେ ତାଙ୍କ ମା’ଙ୍କ ନାମରେ ରାସନକାର୍ଡ ରହିଛି।”

ଅନ୍ୟ ରାଜନୈତିକ ଦଳ ପକ୍ଷରୁ ଏହାକୁ ଅନ୍ୟଥା ପ୍ରସଙ୍ଗ କରି ଭୋଟରମାନଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ମୋକିମ୍ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe