ଖାଲି ପ୍ରେସମିଟ୍ ନା ଆରମ୍ଭ ହୋଇଗଲା ଯୁଦ୍ଧ

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିସ୍ଫୋରକ ବୟାନକୁ ନେଇ ସବୁଆଡ଼େ ଚର୍ଚ୍ଚା। କେମିତି ଜଣେ ଅଫିସର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି ?

Manoj Swain
  • Published: Sunday, 18 June 2023
  • Updated: 18 June 2023, 11:03 AM IST

Sports

Latest News

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିସ୍ଫୋରକ ବୟାନକୁ ନେଇ ସବୁଆଡ଼େ ଚର୍ଚ୍ଚା। କେମିତି ଜଣେ ଅଫିସର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି ? କାହା ଅନୁମତିରେ ବୁଲୁଛନ୍ତି ? ମୁଖ୍ୟମନ୍ତ୍ରୀ ତାଙ୍କୁ ଅନୁମତି ଦେଇଛନ୍ତି କି ନାହିଁ ? ଏ ନେଇ ଅପରାଜିତା ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାହିଁକି ଦକ୍ଷିଣ-ଭାରତୀୟ ଅଫିସରଙ୍କ ଦବଦବା ରହୁଛି ? ଦକ୍ଷିଣ-ଭାରତୀୟ କମ୍ପାନୀଗୁଡିକୁ ଓଡିଶାରେ କାହିଁକି ଅଧିକ କାମ ମିଳୁଛି ? ଏ ନେଇ ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos