ଖାଲି ପ୍ରେସମିଟ୍ ନା ଆରମ୍ଭ ହୋଇଗଲା ଯୁଦ୍ଧ | Bhubaneswar MP Attack On Naveen Government । Odisha Reporter
Advertisment
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିସ୍ଫୋରକ ବୟାନକୁ ନେଇ ସବୁଆଡ଼େ ଚର୍ଚ୍ଚା। କେମିତି ଜଣେ ଅଫିସର ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଲୁଛନ୍ତି ? କାହା ଅନୁମତିରେ ବୁଲୁଛନ୍ତି ? ମୁଖ୍ୟମନ୍ତ୍ରୀ ତାଙ୍କୁ ଅନୁମତି ଦେଇଛନ୍ତି କି ନାହିଁ ? ଏ ନେଇ ଅପରାଜିତା ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାହିଁକି ଦକ୍ଷିଣ-ଭାରତୀୟ ଅଫିସରଙ୍କ ଦବଦବା ରହୁଛି ? ଦକ୍ଷିଣ-ଭାରତୀୟ କମ୍ପାନୀଗୁଡିକୁ ଓଡିଶାରେ କାହିଁକି ଅଧିକ କାମ ମିଳୁଛି ? ଏ ନେଇ ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us