<strong> </strong>ଭୁବନେଶ୍ୱର:ରାଜ୍ୟପାଳ ଅସୁସ୍ଥ। ରାଜ୍ୟପାଳ ଏସ୍ସି ଜମିର ଗୁରୁତର ଅସୁସ୍ଥ ଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ରାଜ୍ୟପାଳଙ୍କ ଅସୁସ୍ଥତା ନେଇ ସୂଚନା ଦେଇଛନ୍ତି । ଆପୋଲୋର ହୃଦରୋଗ ବିଭାଗ ମୁଖ୍ୟ ପି.କେ. ସାହୁ ଏହି ସୂଚନା ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
