Advertisment

ଆପୋଲୋରେ ରାଜ୍ୟପାଳ ଜମିର

<strong> </strong>ଭୁବନେଶ୍ୱର:ରାଜ୍ୟପାଳ ଅସୁସ୍ଥ।  ରାଜ୍ୟପାଳ ଏସ୍‌ସି ଜମିର ଗୁରୁତର ଅସୁସ୍ଥ ଥିବା ସୂଚନା ମିଳିଛି।   ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।  ରାଜ୍ୟପାଳଙ୍କ ଅସୁସ୍ଥତା ନେଇ ସୂଚନା ଦେଇଛନ୍ତି । ଆପୋଲୋର ହୃଦରୋଗ ବିଭାଗ ମୁଖ୍ୟ ପି.କେ. ସାହୁ  ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe