କେବେ ସୁଧରିବେ ସରକାରୀ ବାବୁ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ସର୍ତ୍ତାବଳୀକୁ ଅଣଦେଖା କରି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ଓ ଏହାର ନେତାମାନଙ୍କୁ ଖୁସି କରିବା ପାଇଁ ଏବେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଲାଗିପଡ଼ିଛି। ସାଧାରଣ ଲୋକଙ୍କ ସେବାକୁ ପ୍ରାଥମିକତା ଓ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ରାଜନୀତି ସହ ସମ୍ପୃକ୍ତ ନହେବାର ସରକାରୀ ପ୍ରାବଧାନକୁ ବି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ଅଫିସରମାନେ ତିଳେମାତ୍ର ଭୃକ୍ଷେପ କରିବାକୁ ପଛାଉ ନାହାନ୍ତି। ଏହାର ସଦ୍ୟ ଉଦାହରଣ ଏବେ ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି। […]

dhankanal

dhankanal

Manoranjan Sial
  • Published: Thursday, 26 September 2019
  • Updated: 26 September 2019, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ସର୍ତ୍ତାବଳୀକୁ ଅଣଦେଖା କରି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ଓ ଏହାର ନେତାମାନଙ୍କୁ ଖୁସି କରିବା ପାଇଁ ଏବେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଲାଗିପଡ଼ିଛି। ସାଧାରଣ ଲୋକଙ୍କ ସେବାକୁ ପ୍ରାଥମିକତା ଓ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ରାଜନୀତି ସହ ସମ୍ପୃକ୍ତ ନହେବାର ସରକାରୀ ପ୍ରାବଧାନକୁ ବି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ଅଫିସରମାନେ ତିଳେମାତ୍ର ଭୃକ୍ଷେପ କରିବାକୁ ପଛାଉ ନାହାନ୍ତି। ଏହାର ସଦ୍ୟ ଉଦାହରଣ ଏବେ ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ଶାସକ ବିଜେଡିକୁ ଖୁସି କରିବା ପାଇଁ ଢେଙ୍କାନାଳ ଜିଲ୍ଲାପାଳ ଭୂବେଶ ଚନ୍ଦ୍ର ବେହେରା ସରକାରୀ ବୈଠକକୁ ବିଜେଡି ଜିଲ୍ଲା ସଭାପତିଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ଜଣାଇବାକୁ କୁଣ୍ଠାବୋଧ କରିନାହାନ୍ତି।

ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିଲା। ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ବେହେରା ଗତ ୨ଦିନ ତଳେ ଅର୍ଥାତ୍ ୨୪ତାରିଖରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ପରଜଙ୍ଗ ଓ ହିନ୍ଦୋଳ ୨ ବିଧାୟକ, ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଅବଗତ କରିବା ସହ ଉପସ୍ଥିତ ରହିବା ପାଇଁ ଅନୁରୋଧ କରିଥିଲେ। ଏହି ସରକାରୀ ପଦପଦବୀରେ ଥିବା ରାଜନେତାଙ୍କ ସମେତ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତିଙ୍କୁ ବି ବୈଠକରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରିବାକୁ ଜିଲ୍ଲାପାଳ ଶ୍ରୀ ବେହେରା ପଛାଇ ନାହାନ୍ତି।

ଚାକିରି ସର୍ତ୍ତାବଳୀକୁ ଉଲ୍ଲଘଂନ କରି ଜିଲ୍ଲାପାଳ ଶ୍ରୀ ବେହେରା କିଭଳି ଗୋଟିଏ ନିର୍ଦ୍ଦିଷ୍ଟ ଦଳର ରାଜନେତାଙ୍କୁ ସରକାରୀ ବୈଠକକୁ ଡାକିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story