ବାରମ୍ୱାର ଅଭିଯୋଗ ପରେ ବି ଗୁହାରୀ ଶୁଣିବାକୁ କେହି ନାହାନ୍ତି । ନା ପ୍ରଶାସନ ନା ବଡ଼ ବାବୁ । ମାଉସୀଙ୍କ ଘର କହିଲେ ଝାଟିମାଟି ଚାଳ ଛପର ଘର । ପାଞ୍ଚ ପ୍ରାଣୀ ରହୁଛନ୍ତି ଏଇ ଘରେ । ଅତି ଦୟନୀୟ ଭାବରେ ଜୀବନଯାପନ କରୁଛନ୍ତି । ନା ଆବାସ ଯୋଜନାରେ ଘର ଖଣ୍ଡେ ମିଳୁଛି ନା ଭତ୍ତା ଟଙ୍କା । କେନ୍ଦୁଝର ହାଟଡିହି ବ୍ଲକ ହଦଗଡ଼ ପଂଚାୟତ ବାଘୁଆ ସାହିର ଶୁକ ଦେହୁରୀଙ୍କ ପରିବାରର ଏ ଚିତ୍ର ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ସୂର୍ଯ୍ୟବଂଶୀ ସୂରଜ କହିଲେ, ଲୋକେ ତାଳି ମାରିଲେ
ସୂର୍ଯ୍ୟବଂଶୀ ସୂରଜ କହିଲେ, ଲୋକେ ତାଳି ମାରିଲେ। ଭରା ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ କଥା କହିଲେ। ଝାରସୁଗୁଡ଼ାରେ ଆଜି ଗୋଟିଏ ମାଆର ପୁଅ ଅସୁରକ୍ଷିତ। ଏମିତି କହି ସରକାରଙ୍କ ଉପରେ ବର୍ଷିଥିଲେ ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ।
Odisha
ଆସାମ ଭଳି ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍?
୨୦୧୬ରେ ଆସାମରେ ବିଜେପି ସରକାର ଆସିଲା। ପୂର୍ବ କଂଗ୍ରେସ ସରକାର ବେଳେ ରାଜ୍ୟ ଲୋକସେବା ଆୟୋଗ ଜରିଆରେ ହେଉଥିବା ପ୍ରାଶସନିକ ଅଧିକାରୀ ଓ ଅନ୍ୟ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଲା। ଏପର୍ଯ୍ୟନ୍ତ ଆସାମ ପବ୍ଲିକ ସର୍ଭିସ କମିଶନ ଜରିଆରେ ଚାକିରି ପାଇଥିବା ୫୭ ଜଣ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯିବା ସହ ଗିରଫ କରାଯାଇଛି। କେବଳ ସେତିକି ନୁହେଁ, ନିଯୁକ୍ତି ଦୁର୍ନିୀତିର ମୁଖ୍ୟ କାର୍ପଟଦାର ତଥା ସେତେବେଳେ କମିଶନର ଅଧ୍ୟକ୍ଷ ଥିବା ରାକେଶ କୁମାର ପଲଙ୍କୁ ମଧ୍ୟ ଜେଲରେ ୬ ବର୍ଷ ରହିବାକୁ ପଡ଼ିଛି। କିଛି ତଳିଆ କର୍ମଚାରୀ ଭିଜିଲାନସ ଦ୍ୱାରା ଜେଲ ଯାଇଥିଲେ ବି ବଡ଼ମାନେ ଧରାପଡ଼ିନାହାନ୍ତି। କିଛି ପିଲା ଦିନରାତି ପରିଶ୍ରମ କରି ଚାକିରି ପାଉନଥିବାବେଳେ କିଛି ପିଲା ଗୋଟିଏ ଗୋଟିଏ ରାକେଟ ଜରିଆରେ ଚାକିରି ପାଇଥିବା ଅଭିଯୋଗ ହେଉଛି। ନିକଟରେ ଝାରସୁଗୁଡ଼ାରେ ଏକ ନିର୍ବାଚନ ସଭାରେ ଏ ନେଇ ସଂକେତ ଦେଇଥିଲେ ବିଜେପିର ଜାତୀୟ ନେତା ତଥା ଆସାମର ପ୍ରଭାରୀ ବୈଜୟନ୍ତ ପଣ୍ଡା।
Odisha
‘ମୋତେ ନମସ୍କାର ହେଲେ, ମୁଁ ତାଙ୍କ ଜ୍ୱାଇଁ ହେବି!’
ରାଷ୍ଟ୍ରପତି ମୋତେ ନମସ୍କାର ହେଲେ। ଆମେ ତାଙ୍କୁ ରାଷ୍ଟ୍ରପତି ପଦରେ ଦେଖି ବହୁତ ଗର୍ବିତ। ଶୁଣନ୍ତୁ ଏନେଇ କଣ କହିଛନ୍ତି ରାଷ୍ଟ୍ରପତିଙ୍କ ଜ୍ୱାଇଁ।
Odisha
ବିଜେଡ଼ି କଳବଳ ସବୁ ଲଗେଇ ଦେଇଛି
ବିଜେଡ଼ି କଳବଳ ସବୁ ଲଗେଇ ଦେଇଛି। କଣ ପାଇଁ ଏମିତି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ? ଆସନ୍ତୁ ଜାଣିବା।