ଟଙ୍କା ଦିଅ ମନ ପସନ୍ଦର ଚାକିରି ନିଅ | Odisha Reporter
ସୁନ୍ଦରଗଡ଼ ମେଡିକାଲ କଲେଜରେ ଚାକିରି କରିବା ପାଇଁ ଆଟେଣ୍ଡାଣ୍ଟ, ଡାଟାଏଣ୍ଟ୍ରି ଅପରେଟର ଓ ସିକ୍ୟୁରିଟି ଗାର୍ଡ ପାଇଁ ପ୍ରକାଶ ପାଇଥିଲା ନିଯୁକ୍ତି ବିଜ୍ଞାପନ। ଏନେଇ କିଛି ଜଣଙ୍କ ପାଖକୁ ଫୋନରେ ମ୍ୟାସେଜ ମଧ୍ୟ ଆସିଥିଲା। ଫଳରେ ସେମାନେ ଅନଲାଇନରେ ଆବେଦନ କରିଥିଲେ। ଏହା ପରେ ଚାକିରି କରାଇ ଦେବାକୁ ପ୍ରଥମେ ୨୦ ହଜାର ଓ ନିଯୁକ୍ତିପତ୍ର ଦେବା ପରେ ୨୦ ହଜାର ଟଙ୍କା ମଧ୍ୟ ଦେଇଥିଲେ ଆବେଦନକାରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
