ଉଚ୍ଛେଦ ତ୍ୱରାନ୍ୱିତ କରିବାକୁ ୪୦ କୋଟି

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସୁରକ୍ଷା ଜୋନର ୭୫ମିଟର ଚୌହଦିରେ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ହେଉଥିବା ବିରୋଧ ଓ ପ୍ରତିବାଦକୁ ଏଡ଼ାଇବା ଲାଗି  ରାଜ୍ୟ ସରକାର ଆପଣାଇଛନ୍ତି ନୂଆ ତରିକା।  ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଓ ପୁନର୍ବାସ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ୪୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅଧିଗ୍ରହଣର ଏକ ମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ମିଳିବ  ଶତକଡା ୧୦ଭାଗ ଅଧିକ ସହାୟତା ।  ଏହି ଅନୁଦାନକୁ  […]

puri-2-1

puri-2-1

Niharika Rout
  • Published: Wednesday, 02 October 2019
  • Updated: 02 October 2019, 09:34 AM IST

Sports

Latest News

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସୁରକ୍ଷା ଜୋନର ୭୫ମିଟର ଚୌହଦିରେ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ହେଉଥିବା ବିରୋଧ ଓ ପ୍ରତିବାଦକୁ ଏଡ଼ାଇବା ଲାଗି  ରାଜ୍ୟ ସରକାର ଆପଣାଇଛନ୍ତି ନୂଆ ତରିକା।  ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଓ ପୁନର୍ବାସ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ୪୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅଧିଗ୍ରହଣର ଏକ ମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ମିଳିବ  ଶତକଡା ୧୦ଭାଗ ଅଧିକ ସହାୟତା ।  ଏହି ଅନୁଦାନକୁ  ଜମି ଅଧିଗ୍ରହଣ ଆକାଉଣ୍ଟରେ ଜମା କରିବାକୁ  ଯୁଗ୍ମ ସଚିବ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ଜମି ଅଧିଗ୍ରହଣ ବିଜ୍ଞପ୍ତିର ଏକମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ସର୍ଭେ ବେଳେ ଏପରି ପରିବାରଙ୍କୁ ଅଗ୍ରାଧିକାର ଦିଆଯାଉଛି ।

ଶ୍ରୀମନ୍ଦିର ସୁରକ୍ଷା ଜୋନର ୭୫ମିଟର ଚୌହଦି  ମଧ୍ୟରେ ଥିବା ୫ଟି ମୌଜାର ମୋଟ ୧୫ ଏକର ଜମି ଅଧିଗ୍ରହଣ ପାଇଁ ସର୍ଭେ ହେଉଛି । ପ୍ରଶାସନର ୫ଟି ଟିମ୍‌ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଚୁଡଙ୍ଗସାହି ମୌଜାରୁ ଏହି  ସର୍ବେକ୍ଷଣ ଆରମ୍ଭ କରିଛନ୍ତି । ଘର ଘର ବୁଲି ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ କରୁଛନ୍ତି । ଏହାଦ୍ୱାରା କ’ଣ ସାମାଜିକ ପ୍ରଭାବ ପଡ଼ୁଛି, ତା’ର ମଧ୍ୟ ସର୍ବେକ୍ଷଣ ଚାଲିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story