ପରିବାର ଉଜାଡ଼ି ଦେଲା ଝାଡ଼ାବାନ୍ତି; ଜେଜେମା’ ପରେ ଆଖି ବୁଜିଲେ ନାତି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପରିବାର ଉଜାଡ଼ି ଦେଉଛି ଝାଡ଼ାବାନ୍ତି । ଗତକାଲି ରାତିରେ ଜେଜେମା’ ଓ ଆଜି ସକାଳେ ଆଖି ବୁଜିଲେ ନାତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ଜଣ ଆଖି ବୁଜିବା ପରେ ଗାଁରେ ଖେଳି ଯାଇଛି ଶୋକର ଛାୟା। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ାବାନ୍ତି  ବ୍ୟାପିବାରେ ଲାଗିଥିବା ବେଳେ ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି।  ମୃତକଦ୍ୱୟ ହେଲେ ୫୫ ବର୍ଷୀୟ କୁନି ମେହେର ଓ ତାଙ୍କ […]

bolangiri

bolangiri

Niharika Rout
  • Published: Monday, 05 September 2022
  • Updated: 05 September 2022, 11:47 AM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ପରିବାର ଉଜାଡ଼ି ଦେଉଛି ଝାଡ଼ାବାନ୍ତି । ଗତକାଲି ରାତିରେ ଜେଜେମା’ ଓ ଆଜି ସକାଳେ ଆଖି ବୁଜିଲେ ନାତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଟିଏ ପରିବାରର ୨ ଜଣ ଆଖି ବୁଜିବା ପରେ ଗାଁରେ ଖେଳି ଯାଇଛି ଶୋକର ଛାୟା। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ାବାନ୍ତି  ବ୍ୟାପିବାରେ ଲାଗିଥିବା ବେଳେ ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି।  ମୃତକଦ୍ୱୟ ହେଲେ ୫୫ ବର୍ଷୀୟ କୁନି ମେହେର ଓ ତାଙ୍କ ୧୧ ବର୍ଷୀୟ ନାତି ବବଲୁ ।

ଗତକାଲି ରାତିରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ କୁନିଙ୍କ ମୃତ୍ୟୁ  ହୋଇଥିବା ବେଳେ ଆଜି ସକାଳୁ ଆଖି ବୁଜିଛନ୍ତି ବବଲୁ । ଗତ ଗଣେଶ ପୂଜା ଦିନଠୁ ଦେଦର୍ହ ଗାଁରେ ଝାଡାବାନ୍ତି ବ୍ୟାପିବାରେ ଲାଗିଥିବା ବେଳେ ପରିସ୍ଥିତି ଏବେ ସଙ୍ଗିନ ହେବାରେ ଲାଗିଛି।

ଏହି ଗାଁର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।  ଗତ ଦୁଇଦିନ ହେଲା ଆକ୍ରାନ୍ତମାନେ ଗୁରୁତର ହେବାରେ ଲାଗିଛନ୍ତି । ଏବେ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଡେଇଁଲାଣି। ଏବେ ବି ୨୦ ଜଣ ଆକ୍ରାନ୍ତ ଗାଁରେ ଚିକିତ୍ସିତ ହେଉଥିବା ବେଳେ  ୧୦ ଗୁରୁତରଙ୍କୁ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଁରେ ସ୍ୱତନ୍ତ୍ର ମେଡିକାଲ ଟିମ୍‌ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ଜାରୀ ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story