ପୋଖରୀରେ ବୁଡ଼ିଗଲେ ଦୁଇ ନାତୁଣୀ ଓ ଜେଜେମା’ 

ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସାହାପୁର ନୂଆଗାଁରେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ଦୁଇ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ନାବାଳିକା ହେଲେ ଅଶୋକ ଦାସଙ୍କ ଝିଅ ଅଞ୍ଜନା (୯) ଏବଂ ଶ୍ରୀଧର ମଳିକଙ୍କ ଝିଅ ଶ୍ରାବଣୀ (୧୦)। ମୃତ ମହିଳା ଜଣଙ୍କ ହେଲେ ମୁଳି ମଳିକ (୬୦)। ଦୁଇ ନାବାଳିକା ଆଜି ସକାଳେ ମୁଳିଙ୍କ ସହ ବିଲକୁ ଘାସ କାଟିବାକୁ ଯାଇଥିଲେ। ଘାସ କାଟି ଆସିବା ପରେ […]

chandbali

chandbali

Rakesh Mallick
  • Published: Friday, 19 October 2018
  • Updated: 19 October 2018, 04:59 PM IST

ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସାହାପୁର ନୂଆଗାଁରେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ଦୁଇ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ନାବାଳିକା ହେଲେ ଅଶୋକ ଦାସଙ୍କ ଝିଅ ଅଞ୍ଜନା (୯) ଏବଂ ଶ୍ରୀଧର ମଳିକଙ୍କ ଝିଅ ଶ୍ରାବଣୀ (୧୦)। ମୃତ ମହିଳା ଜଣଙ୍କ ହେଲେ ମୁଳି ମଳିକ (୬୦)।

ଦୁଇ ନାବାଳିକା ଆଜି ସକାଳେ ମୁଳିଙ୍କ ସହ ବିଲକୁ ଘାସ କାଟିବାକୁ ଯାଇଥିଲେ। ଘାସ କାଟି ଆସିବା ପରେ ତାକୁ ପୋଖରୀରେ ଧୋଉଥିବା ବେଳେ ଅଞ୍ଜନା ଓ ଶ୍ରାବଣୀଙ୍କ ଗୋଡ଼ ଖସି ଯାଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ମୁଳି ମଧ୍ୟ ବୁଡ଼ି ଯାଇଥିଲେ। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ତିହିଡ଼ି ଓ ପିରାହାଟ ପୁଲିସ୍‌ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story