ବିଶ୍ଵ ଦରବାରରେ କୋରାପୁଟ କଫିର ରହିଛି ସ୍ବତନ୍ତ୍ର ସ୍ଥାନ । ହେଲେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ । କାରଣ ଆରବିକ ଓ ବ୍ରାଜିଲିଆନରେ ଯେଉଁ ଭଳି ଭାବେ ୟେଲୋ ବର୍ବନ୍ କଫିର ସ୍ୱତନ୍ତ୍ର ପରିଚୟ ରହିଛି ଏବେ କୋରାପୁଟିଆ ଗ୍ରୀନ୍ କଫିକୁ ନେଇ ଚର୍ଚ୍ଚା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଯୁବ-ଛାତ୍ର ସମାବେଶ ନା ‘ବିଦାୟକାଳୀନ’ ସଭା: ନୂଆ ନେତାଙ୍କୁ ଦାୟିତ୍ୱ ଦିଅ,ଅରୁଣଙ୍କୁ ସମର୍ଥନ କଲେ ସୌଭିକ
ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି, ଦଳର ବିପର୍ଯ୍ୟୟ ଗ୍ରହଣୀୟ ନୁହେଁ । ଯେଉଁମାନେ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ନିଜର ଆର୍ଥିକ ସ୍ଥିତିକୁ ଯଥେଷ୍ଟ ମଜଭୂତ କରିଛନ୍ତି ସେମାନେ ବିପର୍ଯ୍ୟୟ ପରେ ପ୍ରଚ୍ଛଦପଟ୍ଟରେ ରୁହନ୍ତୁ । ଯେଉଁମାନେ ଦଳ ପାଇଁ ରକ୍ତ ଓ ସମୟ ଦେଇ ଝାଳ ବୁହାଇଛନ୍ତି ସେମାନେ ଆଗକୁ ଆସନ୍ତୁ ।

Politics
ନବୀନଙ୍କୁ ରଥଯାତ୍ରାକୁ ନିମନ୍ତ୍ରଣ: ଚାଲିଛି ପତିଆରା ଲଢ଼େଇ,ସାଂସଦ ଆସିଲେ, ଦୂରେଇ ରହିଲେ ବିଧାୟକ
ପୁରୀ ବିଜେଡିରେ ଚାଲିଥିବା ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ମଧ୍ୟରେ ସାଂସଦ ଶୁଭାଶୀଷ ଖୁଂଟିଆ ନିଜର ପତିଆରା ଦେଖାଇବା ପାଇଁ ମହାପ୍ରଭୁଙ୍କ ରଥଯାତ୍ରାକୁ ଆୟୁଧ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Education
୨୦ରେ ଭୁବନେଶ୍ୱର ଓ କଟକ ମହାନଗରରେ ସ୍କୁଲ୍ ଛୁଟି
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍ ଛୁଟି ରଖିବାକୁ ନିର୍ଦ୍ଦେଶ

Miscellaneous
ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ନବୀନ, ଚିକିତ୍ସା ପାଇଁ ଯିବେ ମୁମ୍ବାଇ
୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ଗୋପନ ରଖିବାକୁ ପସନ୍ଦ କରିଆସିଛନ୍ତି । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିରୋଧୀ ଦଳ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଯାହାପରେ ନବୀନ ନିଜେ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ । ତେବେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମଝିରେ ମଝିରେ ଚର୍ଚ୍ଚା ଲାଗି ରହିଥାଏ ।

Politics
ନେତାଙ୍କ ଟେଲିଫୋନ୍ ଟ୍ୟାପ୍ କରୁଥିଲେ ନବୀନ?
୨୦୧୨ରେ ସୂଚନା ଅଧିକାର ଆଇନରେ ଫୋନ୍ ଟ୍ୟାପିଂ ସଂଖ୍ୟାକୁ ନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋଙ୍କୁ ମିଳିଥିବା ଏକ ତଥ୍ୟକୁ ନେଇ ବିଧାନସଭାରେ ତୁମ୍ବିତୋଫାନ୍ ହୋଇଥିଲା। ଏଥିରେ ଦର୍ଶାଯାଇଥିଲା- ୨୦୦୦ରୁ ୨୦୦୬ ମସିହା ଭିତରେ କୌଣସି ଫୋନ୍ ଟ୍ୟାପିଂ ହୋଇନଥିଲା। ତେବେ ୨୦୦୮ରୁ ୨୦୧୨ ଭିତରେ ୪,୬୨୦ଟି ଫୋନ୍ ଟ୍ୟାପିଂ ହୋଇଥିଲା। ଅର୍ଥାତ୍ ବର୍ଷକୁ ପ୍ରାୟ ୧୧୦୦ ଫୋନ୍ ଟ୍ୟାପିଂ ହୋଇଥିଲା।