ବିଶ୍ଵ ଦରବାରରେ କୋରାପୁଟ କଫିର ରହିଛି ସ୍ବତନ୍ତ୍ର ସ୍ଥାନ । ହେଲେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ । କାରଣ ଆରବିକ ଓ ବ୍ରାଜିଲିଆନରେ ଯେଉଁ ଭଳି ଭାବେ ୟେଲୋ ବର୍ବନ୍ କଫିର ସ୍ୱତନ୍ତ୍ର ପରିଚୟ ରହିଛି ଏବେ କୋରାପୁଟିଆ ଗ୍ରୀନ୍ କଫିକୁ ନେଇ ଚର୍ଚ୍ଚା ।