berhampur
Advertisment
ବ୍ରହ୍ମପୁର : ଜମୁଛି ବ୍ରହ୍ମପୁର ଷ୍ଟାଡ଼ିୟମ ପରସରରେ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମ କାଳୀନ କ୍ରୀଡ଼ା ପ୍ରଶିକ୍ଷଣ ଶିବିର।ଏହି ଶିବିରରେ ବାସ୍କଟବଲରେ ୭୦ଜଣ ଛାତ୍ରଛାତ୍ରୀ, ଫୁଟବଲରେ ୨୧ଜଣ ଓ ବକ୍ସିଂରେ ୨୨ଜଣ ସ୍କୁଲ ଛାତ୍ର ଅଂଶଗ୍ରହଣ କରିଛନ୍ତି।/odisha-reporter/media/post_attachments/wp-content/uploads/2015/05/vlcsnap-2015-05-25-18h22m14s425.png)
Advertisment
ଗଞ୍ଜ।ମ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ସେମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି କ୍ରୀଡ଼ା ସଂଘ ସଂପାଦକ ଜେ. କାମେଶ୍ୱର ରାଓ କହିଛନ୍ତି।ଆଗାମୀ ବର୍ଷ ଏହାକୁ ଆହୁରି ବ୍ୟାପକ କରାଯିବାର ଯୋଜନା ରଖାଯାଇଛି।ଅନ୍ୟ ପଟେ ତାଲିମକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/vlcsnap-2015-05-25-18h23m31s805.png)