ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଆସିଲାନି ଗାଡ଼ି। ତେଣୁ ବାହା ହେବା ପାଇଁ ଚାଲି ଚାଲି ଗଲେ ବର। କିଟ୍ କିଟ୍ ଅନ୍ଧାର ରାତିରେ ୨୮ କିମି ଚାଲିବା ପରେ କନିଆ ଘରେ ପହଞ୍ଚିଲା ବର। ଏପରି ଚିତ୍ର ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରୁ। ଗୁରୁବାର ରାତିରେ ବାହାଘର ହୋଇଥିବା ବେଳେ ଆଜି ଶାଶୂ ଘରକୁ ଯାଉଛନ୍ତି କନିଆଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
ଲାଗି ରହିଛି ବର୍ଷା, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଗାମୀ ୩ ଦିନରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତା’ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ୨-୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।
Guest Column
ଓଡ଼ିଶାରେ ଧଳା-ସୁନା ଶିଳ୍ପର ଦୁରବସ୍ଥା ଦୂର ହେଉ
କପାଚାଷରୁ ଅତ୍ୟଧିକ ଲାଭ ମିଳୁଥିବାରୁ ଚାଷୀମାନେ ତୁଳାକୁ ଧଳାସୁନା କହନ୍ତି। ଆମ ରାଜ୍ୟର ପ୍ରାୟ ୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ କପାଚାଷ କରି ଜୀବିକା ନିର୍ବାହ କରନ୍ତି। ଓଡ଼ିଶାର ମାଟି ଓ ଜଳବାୟୁରେ ଅତି ଉତ୍ତମ ମାନର ‘ଗସିପିଅମ ହିରସୁଟମ୍’ ପ୍ରଜାତିର କପା ଚାଷ କରାଯାଏ।
Crime
ଲାଞ୍ଚ ନେଇ ଫସିଗଲେ ଦୁଇ ବୟନ ଶିଳ୍ପ ଇନ୍ସପେକ୍ଟର
ଉଭୟଙ୍କର ଦୁଇଟି ଲେଖାଏଁ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Accident
ବନ୍ଦେ ଭାରତ ଏକ୍ସପ୍ରେସ୍ ଟିଟିଇଙ୍କ ସନ୍ଦେହଜନକ ମୃତ୍ୟୁ
ରାଜେନ୍ଦ୍ରଙ୍କ ମୃତ୍ୟୁ କିପରି ହେଲା ତାହା ଜଣାପଡ଼ି ନାହିଁ।
Politics
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲା ଇଡି
ନିରଞ୍ଜନଙ୍କ ନୟାପଲ୍ଲୀ ଘର ସମେତ ୩ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ରହିଛି।