Advertisment

ବାହା ହେବା ପାଇଁ ୨୮ କିମି ଚାଲିଲେ ବର

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଆସିଲାନି ଗାଡ଼ି। ତେଣୁ ବାହା ହେବା ପାଇଁ ଚାଲି ଚାଲି ଗଲେ ବର। କିଟ୍‌ କିଟ୍‌ ଅନ୍ଧାର ରାତିରେ ୨୮ କିମି ଚାଲିବା ପରେ କନିଆ ଘରେ ପହଞ୍ଚିଲା ବର। ଏପରି ଚିତ୍ର ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରୁ। ଗୁରୁବାର ରାତିରେ ବାହାଘର ହୋଇଥିବା ବେଳେ ଆଜି ସନ୍ଧ୍ୟା ବେଳେ ଶାଶୂ ଘରକୁ ଯାଉଛନ୍ତି କନିଆଁ।

author-image
Manoj Swain

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଆସିଲାନି ଗାଡ଼ି। ତେଣୁ ବାହା ହେବା ପାଇଁ ଚାଲି ଚାଲି ଗଲେ ବର। କିଟ୍‌ କିଟ୍‌ ଅନ୍ଧାର ରାତିରେ ୨୮ କିମି ଚାଲିବା ପରେ କନିଆ ଘରେ ପହଞ୍ଚିଲା ବର। ଏପରି ଚିତ୍ର ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରୁ। ଗୁରୁବାର ରାତିରେ ବାହାଘର ହୋଇଥିବା ବେଳେ ଆଜି ଶାଶୂ ଘରକୁ ଯାଉଛନ୍ତି କନିଆଁ। 

Advertisment
Marriage Rayagada Groom