ରାଉରକେଲା(ପଓ୍ୱନ ତିଓ୍ୱାରୀ): ଜଣେ ପାଇପ୍ ମିସ୍ତ୍ରିଙ୍କ ନାଁରେ ଆସିଛି ୭୦ କୋଟିର GST ଠକେଇ ଅଭିଯୋଗ। ଏପରି ଅଭିଯୋଗ ରାଉରକେଲା ବାସନ୍ତୀ କଲୋନୀରୁ ଆସିଥିବା ଜଣାଯାଇଛି। ତାଙ୍କ ନା ସମୀର ଜୋଜୋ। ତାଙ୍କ ଘର ବାସନ୍ତୀ କଲୋନୀ ଅଞ୍ଚଳରେ।
ସମୀର କହିଛନ୍ତି, “ପ୍ଲାଣ୍ଟରେ କାମ କରିବା ପାଇଁ ସେଠାରେ ନିଜର ସବୁ ଡକ୍ୟୁମେଣ୍ଟ ଦେଇଥିଲେ। ଚେକ୍ ବହିରେ ମୋ ସାଇନ୍ ବି ନେଇଥିଲେ। ମାସକୁ ୧୨ ହଜାର ଟଙ୍କା ଦରମା ଦେବେ ବୋଲି ଲୋକ ଦେଖାଇଥିଲେ। ହେଲେ ଦିନ ପରେ ଦିନ ଗଡ଼ି ଚାଲିଲା। ଆଉ ପ୍ରାୟ ୬ ମାସ ପରେ ମୋ ପାଖକୁ ୭୦ କୋଟି ଠକେଇ ହୋଇଥିବା ଅଭିଯୋଗ ଆସିଛି। ଠକେଇ ସମ୍ପର୍କରେ ମୁଁ କିଛି ଜାଣି ନାହିଁ। ମୋ ନାଁରେ ମିଛ କମ୍ପାନୀ ଖୋଲି କିଏ ଏହି ଠକେଇ କରିଛି। ମୁଁ ଏତେ ଟଙ୍କା ଆଣି କୋଉଠି ଦେବି ।”
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।
Events & Festivals
ପୋଢୁଆଁ ହେବେ ବଡ଼ ଠାକୁର; ମାମୁ ଘରୁ ଗଲା ଭାର
ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ,ଫଳ ଭାରରେ ରହିଛି।
Crime
ନକ୍ସଲ ନା ଗାଁ ମୁଖିଆ? ମାଲକାନଗିରି ଏନକାଉଣ୍ଟରରେ ଟଳିଥିବା ବ୍ୟକ୍ତିଙ୍କୁ ନେଇ ସସ୍ପେନ୍ସ
ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।
Accident
ରୋଲରକୁ ପିଟିଲା ବସ୍, ୧୫ ଆହତ
ଆଜି ସକାଳେ ବସ୍ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଆସୁଥିଲା
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।