Advertisment

ପାଇପ୍ ମିସ୍ତ୍ରି ନାଁରେ ୭୦ କୋଟିର GST ଠକେଇ ଅଭିଯୋଗ

ରାଉରକେଲା(ପଓ୍ୱନ ତିଓ୍ୱାରୀ): ଜଣେ ପାଇପ୍ ମିସ୍ତ୍ରିଙ୍କ ନାଁରେ ଆସିଛି ୭୦ କୋଟିର GST ଠକେଇ ଅଭିଯୋଗ। ଏପରି ଅଭିଯୋଗ   ରାଉରକେଲା ବାସନ୍ତୀ କଲୋନୀରୁ ଆସିଥିବା ଜଣାଯାଇଛି। ତାଙ୍କ ନା ସମୀର ଜୋଜୋ।  ତାଙ୍କ ଘର ବାସନ୍ତୀ କଲୋନୀ ଅଞ୍ଚଳରେ। ସମୀର କହିଛନ୍ତି, “ପ୍ଲାଣ୍ଟରେ କାମ କରିବା ପାଇଁ ସେଠାରେ ନିଜର ସବୁ ଡକ୍ୟୁମେଣ୍ଟ ଦେଇଥିଲେ। ଚେକ୍‌ ବହିରେ ମୋ ସାଇନ୍‌ ବି ନେଇଥିଲେ। ମାସକୁ ୧୨ ହଜାର ଟଙ୍କା ଦରମା ଦେବେ ବୋଲି ଲୋକ ଦେଖାଇଥିଲେ। ହେଲେ […]

ପାଇପ୍ ମିସ୍ତ୍ରି ନାଁରେ ୭୦ କୋଟିର GST ଠକେଇ ଅଭିଯୋଗ

gst

Advertisment

ରାଉରକେଲା(ପଓ୍ୱନ ତିଓ୍ୱାରୀ): ଜଣେ ପାଇପ୍ ମିସ୍ତ୍ରିଙ୍କ ନାଁରେ ଆସିଛି ୭୦ କୋଟିର GST ଠକେଇ ଅଭିଯୋଗ। ଏପରି ଅଭିଯୋଗ   ରାଉରକେଲା ବାସନ୍ତୀ କଲୋନୀରୁ ଆସିଥିବା ଜଣାଯାଇଛି। ତାଙ୍କ ନା ସମୀର ଜୋଜୋ।  ତାଙ୍କ ଘର ବାସନ୍ତୀ କଲୋନୀ ଅଞ୍ଚଳରେ।

Advertisment

ସମୀର କହିଛନ୍ତି, “ପ୍ଲାଣ୍ଟରେ କାମ କରିବା ପାଇଁ ସେଠାରେ ନିଜର ସବୁ ଡକ୍ୟୁମେଣ୍ଟ ଦେଇଥିଲେ। ଚେକ୍‌ ବହିରେ ମୋ ସାଇନ୍‌ ବି ନେଇଥିଲେ। ମାସକୁ ୧୨ ହଜାର ଟଙ୍କା ଦରମା ଦେବେ ବୋଲି ଲୋକ ଦେଖାଇଥିଲେ। ହେଲେ ଦିନ ପରେ ଦିନ ଗଡ଼ି ଚାଲିଲା। ଆଉ ପ୍ରାୟ ୬ ମାସ ପରେ ମୋ ପାଖକୁ ୭୦ କୋଟି ଠକେଇ ହୋଇଥିବା ଅଭିଯୋଗ ଆସିଛି। ଠକେଇ ସମ୍ପର୍କରେ ମୁଁ କିଛି ଜାଣି ନାହିଁ। ମୋ ନାଁରେ ମିଛ କମ୍ପାନୀ ଖୋଲି କିଏ ଏହି ଠକେଇ କରିଛି।  ମୁଁ ଏତେ ଟଙ୍କା ଆଣି କୋଉଠି ଦେବି ।”

Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe