Advertisment

୨୦ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ପଳାସୀଠାରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ଗତକାଲି ବିଳମ୍ୱିତ ରାତିରେ ପୁଲିସ୍‌ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ୨୦ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ କରିଛି। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଗତକାଲି ରାତି ପ୍ରାୟ ୧ଟା ବେଳେ ହିଞ୍ଜିଳି ପୁଲିସ୍‌ ସଦଳବଳେ ଏହି ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ କରିଥିଲା। ସେଠାରୁ ୨୦ ଲକ୍ଷ ଟଙ୍କାର ଗୁଟଖା ସହିତ ଗୁଟଖା ପ୍ରସ୍ତୁତ ପାଇଁ ଦରକାର […]

୨୦ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

asika

Advertisment

ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ପଳାସୀଠାରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ଗତକାଲି ବିଳମ୍ୱିତ ରାତିରେ ପୁଲିସ୍‌ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ୨୦ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ କରିଛି।

Advertisment

ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଗତକାଲି ରାତି ପ୍ରାୟ ୧ଟା ବେଳେ ହିଞ୍ଜିଳି ପୁଲିସ୍‌ ସଦଳବଳେ ଏହି ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ କରିଥିଲା। ସେଠାରୁ ୨୦ ଲକ୍ଷ ଟଙ୍କାର ଗୁଟଖା ସହିତ ଗୁଟଖା ପ୍ରସ୍ତୁତ ପାଇଁ ଦରକାର ହେଉଥିବା ସାମଗ୍ରୀ, ମେସିନ ଓ ବ୍ୟାପକ ଜରି ପ୍ୟାକଟ ଜବତ କରାଯାଇଥିଲା।

ଏହି ଘଟଣାରେ ଗୁଟଖା କାରଖାନା ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ୪ ଜଣଙ୍କୁ ପୁଲିସ୍‌ ଅଟକ ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe